ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ଓଡ଼ିଶା ବିଜେପି ହୀନ ରାଜନୀତି କରୁଛି: ବିଜେଡି
ଆନ୍ତଃରାଜ୍ୟ ଦଲାଲ୍ ରାକେଟର ପର୍ଦାଫାସ୍ କରିଥିବା ଓଡ଼ିଶା ପୁଲିସର ପଦକ୍ଷେପ ପ୍ରଶଂସନୀୟ
୪ ବିଜେପି ଶାସିତ ରାଜ୍ୟମାନଙ୍କରେ ଏଭଳି ରାକେଟ୍ ଧରାହେଲେ ବିଜେପି ମୁହଁରେ ତୁଣ୍ଡି ବାନ୍ଧି ବସେ କାହିଁକି ?
ମାମଲାର ତଦନ୍ତ ସରିନଥିବାବେଳେ ଓଡ଼ିଶା ବିଜେପି ନେତାମାନେ ଏତେ ଅଧୈର୍ଯ୍ୟ…