କାଉଡ଼ିଆ ମାନଙ୍କୁ ପ୍ରସାଦ ବାଣ୍ଟିଲେ ଯୁବ ସମାଜସେବୀ ବାଣୀ କଲ୍ୟାଣ।

0

ବାସୁଦେବପୁର – ଶ୍ରାବଣ ମାସରେ ବାସୁଦେବପୁର ଅଞ୍ଚଳ ରୁ ବହୁ କାଉଡ଼ିଆ ମାନେ ପାଣି ନେଇ ବିଭିନ୍ନ ଶିବ ମନ୍ଦିରକୁ ଯାଇ ନିଜର ମାନସିକ ପୂରଣ କରନ୍ତି। ଏହି କ୍ରମ ରେ ବାସୁଦେବପୁର ବ୍ଳକ ବ୍ରାହ୍ମଣ ଗାଁ ପଞ୍ଚାୟତ ରେ ଥିବା ମହାଦେବ ଙ୍କ ମନ୍ଦିର ରେ ମନ୍ଦିରରେ ଅଞ୍ଚଳବାସୀଙ୍କ ମଙ୍ଗଳକାମନା କରି ପୂଜାର୍ଚନା କରିବା ସହ  ବିଭିନ୍ନ ସ୍ଥାନ ରୁ ଆସୁଥିବା କାଉଡ଼ିଆ ଭକ୍ତମାନଙ୍କୁ ପ୍ରସାଦ ବଣ୍ଟନ କରିଛନ୍ତି ଯୁବ ସମାଜସେବୀ ବାଣୀ କଲ୍ୟାଣ ମହାନ୍ତି।

Leave A Reply

Your email address will not be published.