ଅକ୍ଷୟ ତୃତୀୟାରେ ଲୋକାର୍ପିତ ହେଲା ଶଙ୍ଖ ଭବନ
ଓଡ଼ିଶାବାସୀଙ୍କ ସେବାରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
* ଓଡ଼ିଶାକୁ ଭଲ ପାଉଥିବା ତଥା ନୂଆ ଓଡିଶା , ସଶକ୍ତ ଓଡିଶା ଗଠନ ପାଇଁ ଆଗ୍ରହୀ ସମସ୍ତଙ୍କ ମିଳନସ୍ଥାଳୀ ହେବ ଶଙ୍ଖ ଭବନ
* ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ବସୁଧୈବ କୁଟୁମ୍ବକମର ବାର୍ତ୍ତା ପ୍ରଚାର କରିବ
* ଭବନର…