ସାନ ରାଧାକାନ୍ତ ମଠରେ ଷଷ୍ଠ ବାର୍ଷିକ ସ୍ମରଣ ମହୋତ୍ସବ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି କରଣ ସାହି ସ୍ଥିତ ସାନ ରାଧାକାନ୍ତ ମଠ ( ନୃସିଂହନାଥ ମଠ ) ରେ ଏପ୍ରିଲ ୧୭ ଠାରୁ ୨୭ ତାରିଖ ଯାଏ ୧୦୮ ମହନ୍ତ ଶ୍ରୀ ନରୋତ୍ତମ ଦାସଜୀ ମହାରାଜଙ୍କ ଷଷ୍ଠ ବାର୍ଷିକ ସ୍ମରଣ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ୧୭ ତାରିଖ…

ମଧ୍ୟାହ୍ନଭୋଜନ ସମ୍ପର୍କିତ ଦୁଇଦିନିଆ ପ୍ରଶିକ୍ଷଣ ଶିବିର : ପିଲାଙ୍କୁ ମିଳିବ ପୋଷଣଯୁକ୍ତ ମଧ୍ୟାହ୍ନଭୋଜନ

ଭୁବନେଶ୍ୱର: ସରକାରୀ ବିଦ୍ୟାଳୟରେ ପଢ଼ìଥିବା ପିଲାମାନଙ୍କୁ ସ୍ୱାସ୍ଥ୍ୟକର ଓ ନିରାପଦ ମଧ୍ୟାହ୍ନଭୋଜନ ଯୋଗାଇଦେବା ଲକ୍ଷ୍ୟରେ ଭୁବନେଶ୍ୱରସ୍ଥିତ ମିଶନ୍ ଶକ୍ତି ଭବନ ପରିସରରେ ଶୁକ୍ରବାର ଏକ ଦୁଇଦିନିଆ କର୍ମଶାଳା ଉଦ୍ଘାଟିତ ହୋଇଯାଇଛିା ଭାରତ ସରକାରଙ୍କ ପିଏମ୍-ପୋଷଣ,ୟୁଏନ୍ ଓ୍ୱାଲର୍ଡ ଫୁଡ୍…

ଓଡ଼ିଆ ଜାତି ପାଇଁ ଉତ୍କଳଗୌରବ ମଧୁସୂଦନଙ୍କ ତ୍ୟାଗ ଓ ତପସ୍ୟା ଅତୁଳନୀୟ

ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଭୁବନେଶ୍ୱର: ଉତ୍କଳଗୌରବ ମଧୁସୂଦନ ଦାସ ହେଉଛନ୍ତି ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ମୂର୍ତ୍ତିମନ୍ତ ପ୍ରତୀକା ସ୍ୱତନ୍ତ୍ର ଓଡ଼ିଶା ଗଠନର ମୁଖ୍ୟ ବିନ୍ଧାଣୀ ମଧୁବାବୁ ଜଣେ ଆଇନଜୀବୀ, ଶିଳ୍ପୋଦ୍ୟୋଗୀ,…

କିସ୍‌ ବୁଲି ଦେଖିଲି ଅନେକ କିଛି ଶିଖିଲି: ହେମନ୍ତ ସୋରେନ୍‌

ମାସକର ଦରମା ଦାନ କଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, ୨୮।୪: କିସ୍‌ ବୁଲି ଦେଖିଲି ଓ ଅନେକ କିଛି ଶିଖିଲି ବୋଲି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ କହିଛନ୍ତି। ଶୁକ୍ରବାର କିସ୍‌ ପରିଦର୍ଶନରେ ଆସି କିସ୍‌ର ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ସୋରେନ୍‌ କହିଲେ, କିସ୍‌ ଏକ…

ଜିଲ୍ଲା ସ୍ତରୀୟ ସ୍ଵାଭିମାନ ଦିବସ ପାଳିତ

ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ) ଆମ ଓଡ଼ିଶା ଓ ସମ୍ବାଦ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ସ୍ଵାଭିମାନ ଦିବସ କୋଶଳ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି ।ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପରମା ନାଏକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବର୍ଣ୍।ଢ଼୍ୟ ଉତ୍ସବ ରେ ମୁଖ୍ୟ…

ରାଜନୈତିକ ଫାଇଦା ନଥିଲେ ବିଜେପି ନେତାଙ୍କ ପାଟି ଖୋଲେ ନାହିଁ: ବିଜେଡି

 ଛତିଶଗଡ ଦାୟିତ୍ୱରେ ଥାଇ ବ୍ୟାରେଜକୁ ବିରୋଧ କରିନଥିଲେ କେନ୍ଦ୍ରମନ୍ତ୍ରୀ  ତକ୍ରାଳୀନ ଜଳସମ୍ପଦ ମନ୍ତ୍ରୀ ବି ଛତିଶଗଡ ସପକ୍ଷରେ ମତ ରଖିଥିଲେ  ଓଡିଶା ବିରୋଧି ମନୋଭାଗ ଯୋଗୁଁ ଲଗାତାର ହାରୁଛି ବିଜେପି ଭୁବନେଶ୍ୱର: ଆମେ ଜାଣୁ ଯେ ଓଡିଶା ବିଜେପି ଏବଂ ଏହାର କେନ୍ଦ୍ର…

ଓଡ଼ଗାଁ ବାର ତରଫରୁ ମଧୁବାବୁଙ୍କ ଜୟନ୍ତୀ ପାଳିତ

ଓଡ଼ଗାଁ,୨୮।୪(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ କୋର୍ଟ ପରିସରରେ ବାର ଆସୋସିଏସନ୍ ତରଫରୁ ସଭାଗୃହରେ ସଭାପତି ମହେନ୍ଦ୍ର ବିଶ୍ବାଳଙ୍କ ପରିଚାଳନାରେ ଓକିଲ ଦିବସ ଓ ମଧୁବାବୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏଡିଜେ ମାନସ ରଞ୍ଜନ ରଥ, ସିଭିଲ ଜଜ ହରମୋହନ ଦାସ, ନ୍ୟାୟାଧିକାରୀ ସୁଧିବାଇ…

ରୁଣ ଖିଲାପ ମିଲ ମାଲିକଙ୍କ ସମ୍ପତ୍ତି ଜବତ କଲା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ

ଓଡ଼ଗାଁ,୨୮।୪(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ କୋରପିଠା ପଞ୍ଚାୟତ କୋରପିଠା ଗ୍ରାମରେ ଥିବା ର ରାଇସ ମିଲକୁ ଶନିବାର ଦିନ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ଓଡ଼ଗାଁ ଦ୍ବାରା ଜବତ କରାଯାଇଛି । ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଆଞ୍ଚଳିକ ବ୍ୟବସାୟୀକ କେନ୍ଦ୍ର ଖୋର୍ଦ୍ଧାର ମୁଖ୍ୟ ପରିଚାଳକ…

ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଡାବୁଗାଁ ଗସ୍ତ

ଡ଼ାବୁଗାଁ/ରାଇଘର-ନରସିଂ ବାଘ: ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁବ୍ଲକ ଆଜି ଏକ ସରକାରୀ କାର୍ଯ୍ୟକ୍ରମ ରେ ଓଡ଼ିଶା ର ଯୋଜନା ଓ ସଂଯୋଜନ ବିଭାଗ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ହେଲିକେପ୍ଟର ଯୋଗେ ଡାବୁଗାଁ ବ୍ଲକ ଅନ୍ତର୍ଗତ କୁସୁମବନ୍ଧ ଗାଁ ରେ ପହଞ୍ଚି ଏକ ଜନସଭାକୁ ସଂଵୋଧନ କରିଛନ୍ତି। ଏହି ଅବସରରେ…

ପାଣ୍ଡିଆନଙ୍କ କେନ୍ଦ୍ରାପଡା ଗସ୍ତର ଦ୍ବିତୀୟ ଦିନ

କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜର ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁବିଧାର ବିକାଶ ପାଇଁ ପଦକ୍ଷେପ ଜିଲ୍ଲାର ଆଉ କେତେକ ମଠ ଓ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ବିକାଶ କାର୍ଯ୍ୟ ହାତକୁ ନିଆଯିବ ବିଭିନ୍ନ ମିଶନ ଶକ୍ତି ଗୋଷ୍ଠୀର କାର୍ଯ୍ୟର ଉଚ୍ଚପ୍ରଶଂସା…