ସୁନ୍ଦରଗଡ଼ ଠାରେ ବିଶ୍ଵ ରେଡ଼କ୍ରସ ଦିବସ ପାଳିତ

ସୁନ୍ଦରଗଡ଼, ୦୮/୦୫/୨୦୨୨(ବସନ୍ତ କୁମାର ଜେନା): ସ୍ଥାନୀୟ ରେଡକ୍ରସ ଭବନ ଠାରେ ଆଜି ସାର ହେନେରୀ ଡ଼ୁନାଣ୍ଟ ଙ୍କ ଜନ୍ମ ବାର୍ଷିକୀ ତଥା ବିଶ୍ଵ ରେଡକ୍ରସ ଦିବସ ପାଳିତ ହୋଇଯାଇଛି I କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶ୍ୱ ରେଡକ୍ରସ…

ସୁବର୍ଣ୍ଣପୁରରେ ବିଶ୍ଵ ରେଡକ୍ରସ ଦିବସ ପାଳିତ l

ସହୃଦୟତାର ସହିତ ସମାଜର ଅସହାୟ ମାନବଙ୍କ ସେବା କରିବା ଦରକାର l ସୁବର୍ଣ୍ଣପୁର, (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ବିଶ୍ଵ ରେଡକ୍ରସ ଦିବସ ଜିଲ୍ଲାପାଳଙ୍କ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ତଥା ଜିଲ୍ଲା ରେଡକ୍ରସ ସଂସ୍ଥାର ସଭାପତି ସୂର୍ଯ୍ୟନାରାୟଣ ଦାଶ…

ବିନିକା ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

 ବିଭିନ୍ନ ୩0 ଅଭିଯୋଗ ଦରଖାସ୍ତ ଗ୍ରହଣ  ସୁବର୍ଣ୍ଣପୁର, (ପ୍ରକାଶ କୁମାର ହାତୀ):ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ବିନିକା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି…

ବ୍ଲକ ସ୍ତରୀୟ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଶିବିରରେ ବ୍ଲକ ଅନ୍ତର୍ଗତ ବିଭିନ୍ନ ୩୮ ଜଣ ଭିନ୍ନକ୍ଷମ ଙ୍କୁ ଭିନ୍ନକ୍ଷମ ସହାୟକ ଉପକରଣ ପ୍ରଦାନ  ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ): ଜିଲ୍ଲାପ୍ରଶାସନ ସୁବର୍ଣ୍ଣପୁର ଓ ଏସଭି ନିରତାର ଓଲଟପୁର ଆନୁକୂଲ୍ୟରେ ବିନିକା ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଭୀମଭୋଇ ସାମର୍ଥ୍ୟ ଶିବିର…

ଜିଲ୍ଲାସ୍ତରୀୟ ବିଶ୍ୱ ରେଡକ୍ରସ୍ ଦିବସ ପାଳିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ରେଡ଼କ୍ରସ୍ ଦିବସ ପାଳିତ ହୋଇଯାଇଛି। ଉକ୍ତ ଦିବସରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜଙ୍କ ଅଧ୍ୟକ୍ଷକତାରେ…

“ଭୌଗଳିକ ଏବଂ ଉଦ୍ୟୋଗକ୍ଷେତ୍ରକୁ ଦୃଷ୍ଟିରେ ରଖି ଧନ୍ଦାମୂଳକ ଶିକ୍ଷାର ଆବଶ୍ୟକତା ଚିହ୍ନଟ ନିମନ୍ତେ କେନ୍ଦ୍ର…

ଆଇଡିଏଟ୍- ୨୦୨୩ରେ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ଅତିରିକ୍ତ ସଚିବ ବିପିନ କୁମାରଙ୍କ ମତ ଭାରତର ୨୪ କୋଟି କିଶୋରୀ ମାନଙ୍କ ସଶକ୍ତିକରଣ ନିମନ୍ତେ ଆଲୋଚନା ନୂଆଦିଲ୍ଲୀ(ବ୍ୟୁରୋ): ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ (ବିଆଇପିଏଫ୍) ଏବଂ ଫିକି ଓ ୟୁନିସେଫର ମିଳିତ ଆନୁକୂଲ୍ୟରେ ଆଇଡିଏଟ୍…

ବିଷ ଓଗାଳିଲେ ସୌମ୍ୟ :: “ମତେ କଂଗ୍ରେସରୁ କାହିଁକି କାଢ଼ିଲେ ମୁଁ ଜାଣିନି, ସେ ନିଶ୍ୱାସ ପଡୁଥିବା ଯାଏ କଂଗ୍ରେସ…

https://youtu.be/Ietdn8ejGT4 ଭୁବନେଶ୍ଵର : କଂଗ୍ରେସ ଦଳରେ କଣଠେସା ହୋଇପଡିଥିବା କଟକ ବିଧାୟକ ମହମ୍ମଦ ମୋକିମ ଆଜି ଆୟୋଜିତ କରିଥିଲେ ବୈଠକ ସ୍ବର୍ଗତ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକ ଓ ସ୍ୱର୍ଗତ ଉପ ମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ୱାଳ ଯୋଡ଼ିଙ୍କ ସମୟକୁ ନେଇ ଆଲୋଚନା ଚକ୍ର | ସେପଟେ…

ରବୀନ୍ଦ୍ର ମଣ୍ଡପରେ ଢେଙ୍କାନାଳ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର :ଢେଙ୍କାନାଳ ସାଂସ୍କୃତିକ ପରିଷଦ, ଭୁବନେଶ୍ୱର ଆନୁକୂଲ୍ୟରେ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଢେଙ୍କାନାଳ ଉତ୍ସବ,ଭୁବନେଶ୍ୱର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଓଡିଆ ଭାଷା, ସାହିତ୍ୟ ଓ…

ଜାତୀୟ କଂଗ୍ରେସ ସଭାପତିଙ୍କୁ ହତ୍ୟା ଧମକ : ଝାରସୁଗୁଡ଼ା ଥାନାରେ ଶରତ ପଟ୍ଟନାୟକଙ୍କ ଏତଲା

ଭୁବନେଶ୍ୱର, ତା. ୦୭/୦୫ ରିଖ : କର୍ଣ୍ଣାଟକର କାଲାବୁରାଗି ଜିଲ୍ଲା ଚିତ୍ରା ବିଧାନ ସଭାର ବିଜେପି ଦଳର ପ୍ରାର୍ଥୀ ମଣିକାନ୍ତ ରାଠୋର ଅଖିଳ ଭାରତ ଜାତୀୟ କଂଗ୍ରେସ ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖଡ୍‌ଗେ ଏବଂ ତାଙ୍କ ପରିବାରବର୍ଗଙ୍କୁ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଥିବାର ଏକ ଅଡ଼ିଓ ଟେପ୍‌କୁ…

ପାଣ୍ଡିଆନଙ୍କ ଗଞ୍ଜାମ ଜିଲ୍ଲା ହିଞ୍ଜିଳି କାଟୁ ଓ ଶେରଗଡ ବ୍ଲକ୍ ଗସ୍ତ .

ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ ଓ ସମୀକ୍ଷା ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ରବିବାର ହିଞ୍ଜିଳି ଓ ଶେରଗଡ଼ ବ୍ଲକ ରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଏବଂ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ ଓ ସମୀକ୍ଷା କରିଛନ୍ତି । ରବିବାର ସକାଳୁ ଶ୍ରୀ…