ବ୍ଲକ ଅଫିସ ମାନଙ୍କରେ ବିଭିନ୍ନ ଦୁର୍ନୀତି କୁ ବିରୋଧ ଓ ବିଭିନ୍ନ ସମସ୍ୟା ନେଇ କଂଗ୍ରେସ କମିଟିର ବ୍ଲକ୍ ଘେରାଉ।
ଜୁନାଗଡ଼/କଳାହାଣ୍ଡି ରୁ ଆଦିତ୍ୟ ପ୍ରସାଦ ମହାନ୍ତି :ଭାରତୀୟ ଜାତୀୟ କଂଗ୍ରେସ ଓ ରାଜ୍ୟ ସଭାପତି ଙ୍କ ଆହ୍ଵାନ କ୍ରମେ ଓଡ଼ିଶାରେ ବିଭିନ୍ନ ବ୍ଲକରେ ହେଉଥିବା ଦୁର୍ନୀତି ଓ ବିଭିନ୍ନ ସମସ୍ୟାକୁ ନେଇ ସମଗ୍ର ଓଡ଼ିଶାରେ ଥିବା ବିଭିନ୍ନ ବ୍ଲକ, ସମ୍ବୁଖରେ କଂଗ୍ରେସ କର୍ମୀମାନେ ଘେରାଉ କରିଥିଲେ। ଏହି…