ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ଅଧିକ ଦକ୍ଷ ଏବଂ ନିଯୁକ୍ତିକ୍ଷମ କରିବା ନିମନ୍ତେ ପ୍ରୟାସ
ଓଡ଼ିଶା ସରକାର ଏବଂ ଇନଫୋସିସ୍ ଲିମିଟେଡ୍ (ସ୍ପ୍ରିଙ୍ଗବୋର୍ଡ) ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
ଭୁବନେଶ୍ୱର-- ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଅଧିକ ଦକ୍ଷ ଏବଂ ନିଯୁକ୍ତିକ୍ଷମ କରିବା ନିମନ୍ତେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏବଂ ଇନଫୋସିସ୍…