ବଢୁଛି ବାଣୀ କଲ୍ୟାଣଙ୍କ ପ୍ରତି ସାଧାରଣ ଲୋକଙ୍କ ସମର୍ଥନ
ବାସୁଦେବପୁର/ପ୍ରତାପ ପାଢ଼ୀ - ବାସୁଦେବପୁର ରେ ଧୀରେ ଧୀରେ ବଢ଼ି ଚାଲିଛି ବାଣୀ କଲ୍ୟାଣ ଙ୍କ ଦବ ଦବା। ବିଭିନ୍ନ ପଞ୍ଚାୟତ ର ଜନ ସାଧାରଣ ବାଣୀଙ୍କ ହାତ ସହ ହାତ ମିଳାଇ ବାସୁଦେବପୁର ରେ ଏକ ପରିବର୍ତ୍ତନପାଇଁ ଅଣ୍ଟା ଭିଡୁଛନ୍ତି।
ଏହି କ୍ରମ ରେ ବାଣୀଙ୍କ ହାତକୁ ମଜବୁତ କରିବା ପାଇଁ…