ଜଗତସିଂହପୁର,ତା-୨୦.୦୮.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ବ୍ଲକ ଅନ୍ତର୍ଗତ ମୁଦୁପୁର ପଞ୍ଚାୟତ ର ପ୍ରଭୁ ଶ୍ରୀ କନ୍ତାରେଶ୍ୱର ଏବଂ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣ ରେ ଜଗତସିଂହପୁର ଜିଲ୍ଲା ବିଜୁ ଜନତା ଦଳ ପୂର୍ବତନ ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସ ଙ୍କ ନେତୃତ୍ୱ ରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଦୁପୁର ପଞ୍ଚାୟତ ର ଦିଲ୍ଲୀପ ବେହେରା, ଚଣ୍ଡୀ ପ୍ରସାଦ ଦାସ୍, ରାକେଶ ସାମନ୍ତରାୟ, ସନ୍ଦୀପ ମହାପାତ୍ର, ଲିଙ୍ଗରାଜ ରାୟ, ପଙ୍କଜ ପରିଡ଼ା, ଟୁକୁନା ସାମନ୍ତରାୟ, ସମ୍ବିତ ମହାପାତ୍ର, ମଦନ ରାୟ, ବୁଦ୍ଧିଆ ତ୍ରିପାଠୀ, ସାଇଦତ୍ତ ମହାନ୍ତି, ଅଭିରାମ ଦାସ୍, ପିଣ୍ଟୁନ ଦାସ୍, ରୁଦ୍ରନାରାୟଣ ବାରିକ୍, ଜଗମୋହନ ପ୍ରଧାନ, ଅଳସୁଧା ପଞ୍ଚାୟତ ସରପଞ୍ଚ ଭ୍ରମରବର ସ୍ୱାଇଁ, ଦେବୀ ପ୍ରସାଦ ସାହାଣୀ, ସୁଶାନ୍ତ ରଞ୍ଜନ ସ୍ୱାଇଁ, ଲକି ପ୍ରିୟଦର୍ଶୀ, ସୌମ୍ୟପ୍ରୀତି ପଣ୍ଡା,ମୁକେଶ ସେଠୀ, ସୌମ୍ୟଜିତ୍ ଦାସ୍, ହିମାଂଶୁ ଦାସ୍ ଙ୍କ ସହ ଶତାଧିକ ବିଜୁ ଜନତା ଦଳର କର୍ମୀ ଯୋଗ ଦେଇଥିଲେ l
Sign in
Sign in
Recover your password.
A password will be e-mailed to you.