ଦକ୍ଷତା ତାଲିମ କେନ୍ଦ୍ର ରେ ଶିକ୍ଷାର୍ଥୀ ଙ୍କୁ ପୁସ୍ତକ ବଣ୍ଟନ
ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲା ସ୍ଥିତ ସିଭିଲ ଟାଉନସିପ ଠାରେ ଥିବା ଦକ୍ଷତା ତାଲିମ କେନ୍ଦ୍ର ରେ ଥିବା ଶିକ୍ଷାର୍ଥୀ ମାନଙ୍କୁ ପରୀକ୍ଷା ଉପଯୋଗୀ ପୁସ୍ତକ ବଣ୍ଟନ କରାଯାଇଅଛି I ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଓ ନିୟତି ଫାଉଣ୍ଡେସନ୍ ଦ୍ଵାରା ପରିଚାଳିତ ଏହି ସୁଦକ୍ଷ କେନ୍ଦ୍ର ରେ…