ଗୋଳକୁଣ୍ଡ ,ପଦ୍ମନାଭ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷୟତ୍ରୀ ଓ କର୍ମଚାରୀ ଙ୍କ ଭିତରେ ରହୁନାହିଁ ସମନ୍ଵୟ, ବଢୁଛି…
ଯାଜପୁର, (ବାଞ୍ଚାନିଧି ସାହୁ): ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧିନ ଗୋଳକୁଣ୍ଡ ଗ୍ରାମ ରେ ରହିଛି ପଦ୍ମନାଭ ସରକାରୀ ଉଚ୍ଚ ବିଦ୍ୟାଳୟ ,ଏହି ବିଦ୍ୟାଳୟ ରେ 3 ବର୍ଷ ହେବ ନୂତନ ଭାବେ ପ୍ରଧାନ ଶିକ୍ଷୟତ୍ରୀ ସ୍ଵର୍ଣ୍ଣପ୍ରଭା ମଲ୍ଲିକ ଦାୟିତ୍ଵ ଗ୍ରହଣ କରିଛନ୍ତି, ଏଠି ଶିକ୍ଷକ ଶିକ୍ଷୟତ୍ରୀ,କିରାଣୀ ,…