ଗ୍ୟାସ ଦର ହ୍ରାସ ଦାବିରେ ରାଜଭବନ ସମ୍ମୁଖରେ ଧାରଣା ଦେବ ବିଜେଡି

https://youtu.be/FXJK89dEhU0  ନଅ ବର୍ଷରେ ୩ଗୁଣା ବଢିଲାଣି ଏଲ୍‍ପିଜି ଦର  ୨୦୧୪ରେ ଗ୍ୟାସ ସିଲିଣ୍ଡର ଦର ଥିଲା ୪୧୦ଟଙ୍କା  ଦର ବୃଦ୍ଧି ଯୋଗୁଁ ଲୋକେ ଫେରାଇଲେଣି ଉଜ୍ୱଳା ସଂଯୋଗ ଭୁବନେଶ୍ୱର:ରନ୍ଧନ ଗ୍ୟାସଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଯେଭଳି ଅହେତୁକ…

216 ଜଣ ମହିଳା ସ୍ୱୟଂ ସହାୟକ ମହିଳା ଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କଲେ ବିଧାୟକ ପ୍ରତାପ ଜେନା l

https://youtu.be/Zu4Rv7xNDgA  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ, ନିର୍ମଳ ଶାସନ ରେ ମହିଳା ମାନଙ୍କୁ ମୁଖ୍ୟ ସ୍ରୋତ ରେ ସାମିଲ କରିବା ଆମର ପ୍ରଥମ ଲକ୍ଷ୍ୟ - ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା    (ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- ସାଢେ 4 କୋଟି…

ବରଗଡ଼ ଜିଲ୍ଲା କୁ ମୋଡେଲ ଜିଲ୍ଲା ରେ ପରିଣତ କରିବା ପାଇଁ ସରକାରଙ୍କ ପ୍ରୟାସ ଜାରି:- ପ୍ରଣବ ପ୍ରକାଶ ଦାସ

ବରଗଡ :- ବରଗଡ଼ ଅନ୍ନପୂର୍ଣା ପେଲେସ ଠାରେ ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତା ରେ ବିଜୁ ଜନତା ଦଳ ର ଏକ ଗୁରୁତ୍ବ ପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ବୈଠକ ରେ ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଯୋଗଦେଇ…

ବିଜୁଳି ବିଭାଗର ବିଫଳତା ଏବଂ ରାଜ୍ୟ ସରକାରଙ୍କ ଟାଟା ପାୱାର କଂପାନୀ ପ୍ରୀତି ପ୍ରତିବାଦ

୧୪ ଓ ୧୫ ତାରିଖରେ ରାଜ୍ୟର ସମସ୍ତ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଆନେ୍ଦାଳନ :ବିଜେପି  ରାଜ୍ୟର ଅଘୋଷିତ ବିଦୁ୍ୟତ୍ କାଟ୍ ଯମଯନ୍ତ୍ରଣା ପାଲଟିଛି  ଓଡିଶା ସରକାର ଟାଟା ପାୱାର ଆଗରେ ବନ୍ଧା ପଡିଛନ୍ତି  ଓଇଆରସିର ନିୟମକୁ ଉଲ୍ଲଂଘନ କରି ବିଜୁଳି…

ରଜ ପୂର୍ବରୁ ପାଚିକା -ସହାୟିକା ମାନଙ୍କୁ ଶାଢ଼ି ପାଇଁ ୫୦୦ ଟଙ୍କା ଭତ୍ତା

ପାଚିକା -ସହାୟିକା ମାନଙ୍କୁ ଭତ୍ତା ବାଣ୍ଟିଲେ ମୁଖମନ୍ତ୍ରୀ  ୧୧୭.୭୩ କୋଟିର ଆର୍ଥିକ ସହାୟତା ଓ ଶାଢ଼ି ପାଇଁ ୫.୪୫ କୋଟି ଟଙ୍କା ଉପକୃତ ହେଲେ ୧ ଲକ୍ଷ ୯ ହଜାର ପାଚିକା ଓ ସହାୟିକା ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରେ ରାଜ୍ୟର ବିଦ୍ୟାଳୟ…

ଚଳଚଂଚଳ ହେଲା ତାପସଙ୍କ ଜୀବନ : ସାହା ହେଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର: ଦୁର୍ଘଟଣାଗ୍ରସ୍ତ ଜନୈକ ଯୁବକ ତାପସଙ୍କ ଜୀବନରେ ଘୋଟି ଆସିଥିବା ଅନ୍ଧକାରକୁ ଦୂର କଲା ଓଡ଼ିଶା-ମୋ ପରିବାର । ଜୀବନ ଜିଇବା ଦୁର୍ବିସହ ହୋଇପଡ଼ିଥିଲା ତାଙ୍କର, ତାଙ୍କ ଜୀବନକୁ ସରଳପୂର୍ଣ୍ଣ କରିବା ପାଇଁ ଆଶାର ଆଲୋକ ସାଜି ଓଡ଼ିଶା-ମୋ ପରିବାର ଯୋଗାଇଦେଲା “କୃତ୍ରିମ ଅଙ୍ଗ”ସୂଚନା…

ସାଂସଦ ଓ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକଙ୍କ ପାଇଁ ମଂଚ ବାନ୍ଧିବା ଠାରୁ ଲୋକ ଯୋଗାଡ କାର୍ଯ୍ୟରେ…

ଭୁବନେଶ୍ୱର, ତା.୧୩/୦୬: ଓଡିଶାରେ କିଛି ଦିନ ହେବ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ଦେଖିବା ପାଇଁ ମିଳୁଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ରହି ବ୍ୟକ୍ତିଗତ ସହାୟକଙ୍କୁ ରାଜ୍ୟର ବିକାଶର କାମ ଦେଇଥିବା ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ରାଜ୍ୟର ବିଭିନ୍ନ ସ୍ଥାନ…

ମାଲିକାପଡ଼ି ବାପଟିଷ୍ଟ ମଣ୍ଡଳୀ ମହିଳା ସମିତି ତରଫରୁ ମହିଳା ଉଦ୍ଦୀପନା ସଭା ଉଦଘାଟିତ

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ମାଲିକାପଡ଼ି ବାପଟିଷ୍ଟ ମଣ୍ଡଳୀ ମହିଳା ସମିତି ପକ୍ଷରୁ ଦୁଇ ଦିନିଆ ମହିଳା ଉଦ୍ଦୀପନା ସଭା ଉଦଘାଟିତ ହୋଇଛି I ଏହି ଉଦ୍ଦୀପନା ସଭା ଦୁଇ ଦିନ ଧରି ଅନୁଷ୍ଠିତ ହେବ I ଉକ୍ତ ଦୁଇ ଦିନିଆ ଉଦ୍ଦୀପନା ସଭାରେ ଖ୍ରୀଷ୍ଟିୟାନ ଧର୍ମ…

ଠିକ୍ ସମୟରେ ମହାପ୍ରଭୂଙ୍କ ନୀତି ପାଳନ ସହ ରଥଯାତ୍ରା ସୁରୁଖୁରୁରେ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭକ୍ତମାନେ ଭଲ ଅନୁଭୂତି ନେଇ ଫେରନ୍ତୁ: ମୁଖ୍ୟମନ୍ତ୍ରୀ https://youtu.be/wzbb7wU1uO0 ପୁରୀ/ ଭୁବନେଶ୍ୱର(ଅନିମେଶ ପଟ୍ଟନାୟକ) :"ମହାପ୍ରଭୂ ଓଡିଆ ଜାତିର ଶ୍ରେଷ୍ଠ ପରିଚୟ । ମହାପ୍ରଭୂଙ୍କ ରଥଯାତ୍ରାକୁ ସାରା ବିଶ୍ୱ ଚାହିଁ ରହି ଥାଏ । ମହାପ୍ରଭୂଙ୍କ ରଥଯାତ୍ରା ସୁରୁଖୁରୁ ରେ ଶେଷ କରିବା…

ଓଡ଼ିଶାର କୋଇଲାରେ ଭାରତର ଅନେକ ରାଜ୍ୟରେ ବିଜୁଳି ଉତ୍ପାଦିତ ହୁଏ, କିନ୍ତୁ ରାଜ୍ୟରେ ଦୀପ ତଳ ଅନ୍ଧାର –…

• ଅଘୋଷିତ ବିଦ୍ୟୁତ କାଟ ରାଜ୍ୟ ସରକାରଙ୍କ ଶାସନଗତ ବିଫଳତାର ସବୁଠୁ ଚରମ ନିଦର୍ଶନ • ଓଡ଼ିଶାରେ ଏତେ ପରିମାଣରେ କୋଇଲା ଓ ଜଳ ବିଦ୍ୟୁତ୍ ପ୍ରକଳ୍ପ ଥିବା ପରେ ବି ଅବ୍ୟବସ୍ଥା ଏବଂ ରାଜ୍ୟ ସରକାରଙ୍କ ବିଫଳତା କାରଣରୁ ଲୋକ ହଇରାଣ ହେବା ଦୁର୍ଭାଗ୍ୟଜନକ • ଓଡ଼ିଶାରେ ଶାସନ ବିଫଳ…