ନବାନ୍ନ ପାଇଁ ପ୍ରକୃତି ସୁରକ୍ଷା ହିଁ ଆହ୍ବାନ । ।
ସୁଶାନ୍ତ କୁମାର ମିଶ୍ର
ସଭ୍ୟତାର ସୃଷ୍ଟି ଓ ବିକାଶ ଅରଣ୍ୟରୁ ଆରମ୍ଭ ହୋଇଛି । ତେଣୁ ପ୍ରାଚୀନ କାଳରେ ବୈଦିକ ଋଷିଗଣ ବୃକ୍ଷକୁ ପବିତ୍ର ମନେ କରି ପୂଜା କରୁଥିଲେ । ଆଦି ମାନବ ଜଙ୍ଗଳରୁ ଫଳମୂଳ ଓ ଜୀବଜନ୍ତୁ ଶିକାର କରି ଜୀବନ ଧାରଣ କରୁଥିଲା । ସେଥିପାଇଁ ପ୍ରକୃତି ପ୍ରତି ତାର ଗଭିର ଶ୍ରଦ୍ଧା…