ଗଜପତି ଜିଲ୍ଲାରେ ତୃତୀୟ ଜାତୀୟ ଲୋକ ଅଦାଲତ : ୨୭୮୨ ମାମଲାର ଫଇସଲା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତୀୟ ଆଇନ ସେବା ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ , କଟକଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଜିଲ୍ଲା ଆଇନ ସେବା ପ୍ରାଧିକରଣ , ଗଜପତି ପକ୍ଷରୁ ଆଜି ତୃତୀୟ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ପାରଳାଖେମୁଣ୍ଡି ,

ରାମସାଗରରେ ଶହ ଶହ ମାଛ ମଡ଼କ, ଘଟଣାସ୍ଥଳରେ ବିଧାୟକ ରୂପେଶ ପାଣିଗ୍ରାହୀ

ଜଳ ବିଷାକ୍ତ ହୋଇଥିବା ସନ୍ଦେହ; ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ପରେ ଜିଲ୍ଲା ପ୍ରଶାସନର ଦୃଷ୍ଟିକୁ ଆଣିବେ ବିଧାୟକ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହରର ରାମସାଗରରେ ରବିବାର ସକାଳୁ ଶହ ଶହ ମାଛ ମରି ପାଣିରେ ଭାସୁଥିବା ଦେଖାଯାଇଛି। ପ୍ରାୟ ୨ରୁ ୫

୯୦ ବର୍ଷର ମିଠା ସ୍ମୃତିକୁ ଛୁଇଁଲେ ବିଧାୟକ ରୂପେଶ ପାଣିଗ୍ରାହୀ

ଭବାନୀ ହୋଟେଲ ପରିଦର୍ଶନ କରି ପରିବାରର ସୁଖଦୁଃଖ ପଚାରି ବୁଝିଲେ, ସହଯୋଗର ପ୍ରତିଶ୍ରୁତି ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାଟି ହାଣ୍ଡିର ସୁଗନ୍ଧ , କାଠ ଚୁଲିର ନିଆଁ ଏବଂ ନିଜ ହାତରେ ପ୍ରସ୍ତୁତ ପାରମ୍ପରିକ ମିଠାର ସ୍ୱାଦ—ଏହା କେବଳ ଏକ ମିଠା ଦୋକାନର କାହାଣୀ ନୁହେଁ,

ପାଟକୁରା ଥାନା ସମ୍ମୁଖରେ ରାସ୍ତାରୋକ : ଯୁବତୀଙ୍କୁ ମାତାପିତାଙ୍କ ହସ୍ତାନ୍ତର ଦାବି !

କେନ୍ଦ୍ରାପଡା:13/09(ପ୍ରଫୁଲ୍ଲ କୁମାର ମଲ୍ଲ) ଜଣେ ହିନ୍ଦୁ ଯୁବତୀଙ୍କୁ ଜଣେ ମୁସଲିମ ଯୁବକ ଅପହରଣ କରି ନେଇଯାଇଥିବା ଅଭିଯୋଗକୁ ନେଇ ପାଟକୁରା ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ଯୁବତୀଙ୍କୁ ପୁଲିସ ଅନ୍ୟ ରାଜ୍ୟରୁ ଉଦ୍ଧାର କରି ପାଟକୁରା ଥାନାରେ ରଖିଥିବା ଜଣାପଡ଼ିଛି। ଉଦ୍ଧାର

ଶ୍ରୀ ଜଗନ୍ନାଥଙ୍କ ଜୟଜୟକାର , ଶଙ୍ଖନାଦ ଓ ହରିବୋଲରେ ଆସିଲା ଚାରି ଦ୍ୱାରବନ୍ଧ

ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିରେ ନୂତନ ଭାବେ ନିର୍ମାଣାଧୀନ ଶ୍ରୀଜଗନ୍ନାଥ ମନ୍ଦିରର ଚାରିଟି ଦ୍ୱାରବନ୍ଧ ଆଜି ମନ୍ଦିର ପରିସରରେ ପହଞ୍ଚିଛି। ଏହି ଅବସରରେ ଜଗନ୍ନାଥଙ୍କ ଜୟଜୟକାର , ଶଙ୍ଖନାଦ , ହରିବୋଲ ଓ

ଓଏଭି ମହିମୁଣ୍ଡାରେ ୧୨ତମ ପ୍ରତିଷ୍ଠା ଦିବସ ପାଳିତ

"ଶିକ୍ଷା ସହ ଚରିତ୍ର ଗଠନ ହିଁ ସଫଳତାର ମୂଳମନ୍ତ୍ର" ବଲାଙ୍ଗୀର/ପୁଇଁତଲା,ତା.୧୩/୦୯/୨୦୨୬:ପୁଇଁତଲା ବ୍ଲକ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ(ଓଏଭି),ମହିମୁଣ୍ଡାରେ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି।ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ ଖଟୁଆଙ୍କ

ମାସେ ଧରି ମୋଦୀ ଙ୍କ ଜନ୍ମ ଜୟନ୍ତୀ ପାଳନ କରିବ ଗଜପତି ଭାଜପା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆସନ୍ତା ସେପ୍ଟେମ୍ବର ମାସ ୧୭ ତାରିଖରେ ଦେଶର ଲୋକପ୍ରିୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ପାଳନ ଅବସରରେ ଅତ୍ୟନ୍ତ ଆଡମ୍ବର ସହ ସେବା ମୋନୋଭାବ ନେଇ ଜୟନ୍ତୀ କୁ ମାସେ ଧରି ପାଳନ କରିବ ଗଜପତି ଭାରତୀୟ ଜନତା ପାର୍ଟି।

ୱିନର ଗାଁ ରେ ନୂଆଁଖାଇ ବଜାର୍: ୧୬୯ ଷ୍ଟଲ୍ ଓ ଦୋକାନରେ ଜମିଲା ଭିଡ଼।

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇକୁ ନେଇ ପଦ୍ମପୁରସ୍ଥିତ ୱିନର ବ୍ରାଇଟ୍ ଫ୍ୟୁଚର ସ୍କୁଲ ପରିସରରେ ଆୟୋଜିତ ‘ନୂଆଁଖାଇ ବଜାର୍’ ଉତ୍ସବମୁଖର ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସ୍କୁଲ ପରିସରରେ ମୋଟ ୧୬୯ଟି ଷ୍ଟଲ୍ ଓ ଦୋକାନ ଖୋଲାଯାଇଥିବା

ସେବା ସଂକଳ୍ପ ଅଭିଯାନ ପାଇଁ ରାୟଗଡ଼ା ଜିଲ୍ଲା ଗୁଣପୁର ରେ ପ୍ରସ୍ତୁତି

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ ସେବାରେ ୨୫ ବର୍ଷର ସଫଳ ଓ ଗୌରବମୟ ଯାତ୍ରାକୁ ସ୍ମରଣ କରି ଆସନ୍ତା ୧୭ ତାରିଖରୁ ମୋଦୀଙ୍କ ଜନ୍ମ ତିଥି ଅବସରରେ ଆରମ୍ଭ ହୋଇ ଏକମାସ ଚାଲିବ ‘ସେବା ସଂକଳ୍ପ ଅଭିଯାନ’ । ଏଥିପାଇଁ ସରକାରୀ କଳ ଠାରୁ ଆରମ୍ଭ

ଗୁଣପୁର ରେ ଭାଗବତ ପ୍ରଚାର ପାଇଁ ଯୋଜନା

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ୧୩/୯/୨୬ ଗୁଣପୁର -ସ୍ଥାନୀୟ ଅଞ୍ଚଳରେ ଭାଗବତ ପ୍ରଚାର ପାଇଁ ଆଜି ଏକ ଭାଗବତ ପ୍ରଚାର ସମିତି ଗଠନ ହୋଇଛି। ମହେନ୍ଦ୍ରଗିରି ଆଶ୍ରମ ର ଭାସ୍କର ତୀର୍ଥ ମହାରାଜ୍ (ଲକ୍ଷ୍ମୀ ବାବା ) ଙ୍କ ଉଦ୍ୟମ କ୍ରମେ ଏହା ଗଠନ ହୋଇଛି। ଆସନ୍ତା ୨୭ ତାରିଖରୁ