ଶରଣକୁଳ ଲଡୁବାବା ଓ ଦୁତିକେଶ୍ବର ପୀଠ ସହ ବିଭିନ୍ନ ଶୈବପୀଠରେ ମହାଆଡ଼ମ୍ବରରେ ପାଳିତ ହେଲା ଶିବ–ପାର୍ବତୀ ବିବାହ ଉତ୍ସବ
ଓଡ଼ଗାଁ, ୧୮।୬(ଶ୍ରୀକାନ୍ତ କୁମାର ମିଶ୍ର): ପବିତ୍ର ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ଅବସରରେ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ଲଡୁ ବାବା ଓ ଦୁତିକେଶ୍ବର ପୀଠ ସହ ବିଭିନ୍ନ ଶୈବପୀଠରେ ଶିବ–ପାର୍ବତୀଙ୍କ ଦିବ୍ୟ ବିବାହ ଉତ୍ସବ ଭକ୍ତିମୟ ପରିବେଶରେ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି।…