ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା

ଭୁବନେଶ୍ବର- ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ପ୍ରତିନିଧି ଦଳ ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ଆଜି ସାକ୍ଷାତ କରିଛନ୍ତି । ଶ୍ରୀ ପଟ୍ଟନାୟକ ଅସୁସ୍ଥ ହୋଇ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ଦଳ ତାଙ୍କର ଆଶୁ ଆରୋଗ୍ୟ କାମନା କରି ମାନ୍ୟବର…

ରାଜ୍ୟପାଳଙ୍କ ଦ୍ୱାରା ପର୍ବତ ଆରୋହଣକାରୀ ସମ୍ବର୍ଦ୍ଧିତ

ଭୁବନେଶ୍ୱର,: ଆଜି ପୂର୍ବାହ୍ନରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପର୍ବତ ଆରୋହଣକାରୀ ଶ୍ରୀ ସୌଭାଗ୍ୟ କୁମାର ରଥଙ୍କୁ ଉତ୍ତରୀୟ ପ୍ରଦାନ କରି ଶୁଭେଚ୍ଛା ଜଣାଇଛନ୍ତି । ପ୍ରକାଶ ଥାଉକି, ୭୭ତମ ସ୍ୱାଧୀନତା ଦିବସ ପୂର୍ବରୁ ଶ୍ରୀ ରଥ ୟୁରୋପ ଓ ଋଷର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବ୍ରସ୍…

ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନର ସାଧାରଣ ସଭା ୨୦୨୩-୨୪ ଅନୁଷ୍ଠିତ

କ୍ରୀଡ଼ା ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ଶାନ୍ତି,ଶୃଙ୍ଖଳା ଓ ସରସ ସୁନ୍ଦର କରିବା ପାଇଁ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ମାର୍ଣ୍ଡିଙ୍କ ପରାମର୍ଶ ଭୁବନେଶ୍ୱର: ବିଦ୍ୟାଳୟ ଓ କ୍ରୀଡ଼ା ସଂଗଠନ ପକ୍ଷରୁ ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ଆୟୋଜିତ ହେବାକୁ ଥିବା ଶିକ୍ଷାନୁଷ୍ଠାନର କ୍ରୀଡ଼ା…

ସ୍ୱାମୀଙ୍କ ଜନ୍ମଦିନରେ କମ୍ପ୍ୟୁଟର ଶିକ୍ଷା ପାଇଁ ସ୍କୁଲ୍‌କୁ ଦେଲେ ଅନୁଦାନ

ଭୁବନେଶ୍ୱର,୨୩ା୮: ସ୍ୱର୍ଗତ ସ୍ୱାମୀ ପ୍ରଫେସର ଡା. ଚିତ୍ତ ରଞ୍ଜନ କରଙ୍କ ୬୦ତମ ଜନ୍ମଦିନରେ ବ୍ରହ୍ମପୁରସ୍ଥିତ ସରକାରୀ କ୍ୟୁଇନ୍ ଅଫ୍ ଦି ମିଶନସ ଉଚ୍ଚ ବିଦ୍ୟାଳୟକୁ ଲକ୍ଷେ ଟଙ୍କା ଅନୁଦାନ ଦେଇଛନ୍ତି ପତ୍ନୀ ସୁମିତା ମିଶ୍ର । ମାଆଙ୍କ ପକ୍ଷରୁ ପୁଅ ପଙ୍କଜ ପ୍ରିୟଦର୍ଶୀ କର ଆଜି ଭୁବନେଶ୍ୱର…

ଆମ ବସ୍‌ଷ୍ଟାଣ୍ଡ ଯୋଜନାରେ ୨୧ଟି ନୂଆ ବସ୍‌ଷ୍ଟାଣ୍ଡ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

୨୬ଟି ଜିଲ୍ଲାରେ ୧୨୪ଟି ବ୍ଲକ୍‌ସ୍ତରୀୟ ବସ୍‌ଷ୍ଟାଣ୍ଡ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଡ୍ରାଇଭର ମାନଙ୍କ ଟ୍ରେନିଂ ପାଇଁ ସୁ-ବାହକ ଯୋଜନାର ଶୁଭାରମ୍ଭ, ବର୍ଷକୁ ପ୍ରଶିକ୍ଷଣ ପାଇବେ ୫୦ ହଜାର ଡ୍ରାଇଭର ମୋ ପରିବହନ ସେବା ଓ ଏମ୍‌ ପରିବହନ ଆପ୍‌ର ଶୁଭାରମ୍ଭ ପରିବହନ…

ଲୋକକଳା ମାଧ୍ୟମରେ ସଚେତନତା ସୃଷ୍ଟି ନିମନ୍ତେ ସଂସାଧନ ସଭ୍ୟଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗର ମିଳିତ ପ୍ରୟାସରେ ହେବ କାର୍ଯ୍ୟକ୍ରମ ଭୁବନେଶ୍ବର- ତା.୨୩.୦୮.୨୦୨୩- ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ଜନସାଧାରଣରେ ସଚେତନତା ସୃଷ୍ଟି କରାଯିବ । ୫-ଟି ଉପକ୍ରମରେ ସରକାରଙ୍କ ପକ୍ଷରୁ ଜାରି ବିକାଶ ପ୍ରକ୍ରିୟାରେ…

ଗଣଶିକ୍ଷା ବିଭାଗ ମନ୍ତ୍ରୀ ଓ ସଚିବଙ୍କ ସହ ପ୍ରାଥମିକ ଶିକ୍ଷକ ସଂଘ କର୍ମକର୍ତ୍ତାମାନଙ୍କ ଆଲୋଚନା

ଆଜି ଅପରାହ୍ନରେ ଓଡିଶା ସମଗ୍ର ଶିକ୍ଷାସ୍ଥିତ ସମ୍ମିଳନୀ କକ୍ଷରେ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାମାନଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡିଙ୍କ ପୌରହିତ୍ୟରେ ହୋଇଥିବା ଏହି ଆଲୋଚନାରେ  ବିଭାଗୀୟ ସଚିବ,…

ନାବାଳିକା ଶାଳୀକୁ ଗର୍ଭବତୀ ପରେ ହତ୍ୟା: କୁଅରୁ ମୃତଦେହ ଉଦ୍ଧାର, ଜ୍ବାଇଁ ଅଟକ

ଭଞ୍ଜନଗର,୨୩/୦୮ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଧିନ ବରକୋଳିଆ ଗାଁ ଧୋବାତଇଲା ନିକଟ ଏକ ପରିତ୍ୟକ୍ତ କୂଅ ରୁ ବୁଧବାର ଜଣେ ନାବାଳିକାର ମୃତ ଦେହ ଉଧାର ହୋଇଛି।ମୃତ ନାବାଳିକା ଜଣକ ବୁଗୁଡା ଥାନା ଇଲାକା ଏକ ଗାଁ ର ହୋଇଥିବା ବେଳେ ସେ ଦଶମ ଶ୍ରେଣୀ ରେ ପାଠ ପଢୁଥିଲେ।ଏହି ଘଟଣାରେ…

ରୋଟାରୀ କ୍ଲବ ମୀଡୋଜ ଓ ରାଜ୍ୟ ସଂଗ୍ରହାଳୟର ମିଳିତ ସହଯୋଗିତାରେ ସେପ୍ଟେମ୍ବର ୯ରେ ରଙ୍ଗତୂଳୀ 2023 ପ୍ରତିଯୋଗିତା

ଭୁବନେଶ୍ୱର : ବିଗତ ବର୍ଷ ପରି ଚଳିତ ବର୍ଷ ରୋଟାରୀ କ୍ଲବ ମୀଡୋଜ ଓ ରାଜ୍ୟ ସଂଗ୍ରହାଳୟର ମିଳିତ ସହଯୋଗିତାରେ ଆଗାମୀ ସେପ୍ଟେମ୍ବର ମାସ ୯ ତାରିଖ ଦିନ ଏକ ବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ରଙ୍ଗତୂଳୀ 2023 ଅନୁଷ୍ଠିତ ହେବାକୁ ଯାଉଅଛି। ଭୁବନେଶ୍ଵରସ୍ଥିତ ରାଜ୍ୟ ସଂଗ୍ରହାଳୟରେ…

ଯୁବକ ଭାଇ ମାନେ ମତେ ନିଜର ବଡ଼ ଭଉଣୀ ବୋଲି ଭାବନ୍ତି :- ବିଧାୟିକା ବର୍ଷା ସିଂ ବରିହା

https://youtu.be/uoN_T8nBjyU ଆଗାମୀ ଦିନରେ ଯୁବ ସମାଜ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହନ କରିବ :- ପ୍ରଦ୍ୟୁମ୍ନ ତ୍ରିପାଠୀ ବରଗଡ :- ଏଇ ଗଣି ଗଣି ମାତ୍ର ନଅ ମାସ ହେଲା , ପଦ୍ମପୁର ଉପନିର୍ବାଚନ ରେ ରେକର୍ଡ଼ ସଂଖ୍ୟକ ଭୋଟ ବ୍ୟବଧାନ ରେ ରାଜନୀତି ର ଦୁଇ ଧୁରନ୍ଧର ମହାରଥୀ ଙ୍କୁ…