ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଝାରସୁଗୁଡ଼ା ଓ ଲଇକେରାରେ ଅତ୍ୟାଧୁନିକ ନିଦାନ କେନ୍ଦ୍ର ଗୋଷ୍ଠୀ ଉଦ୍ଦେଶ୍ୟରେ ଉତ୍ସର୍ଗ
ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭର୍ଚୁଆଲ୍ ମାଧ୍ୟମରେ ଦୁଇ କେନ୍ଦ୍ର ଉଦ୍ଘାଟିତ
ଭୁବନେଶ୍ୱର: ଭାରତର ସର୍ବବୃହତ ଆଲୁମିନିୟମ୍ ନିର୍ମାତା ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଯଥାକ୍ରମେ ଝାରସୁଗୁଡ଼ା ଓ ଲଇକେରାରେ ଦୁଇଟି ଅତ୍ୟାଧୁନିକ ନିଦାନ କେନ୍ଦ୍ର ସ୍ଥାପନ କରି ଓଡ଼ିଶାରେ…