ସରକାରୀ ଯୋଜନା ସମ୍ପର୍କରେ ଗ୍ରାମପଞ୍ଚାୟତ ସ୍ତରୀୟ ଜନ ସଚେତନତା କାର୍ଯ୍ୟକ୍ରମ

ବେଲଗୁଣ୍ଠା/ଶିବରାମ ଚୌଧୁରୀ: ଗତ ଅଗଷ୍ଟ ଛବିଶି ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ୍ ସୋରଡ଼ା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସରକାରଙ୍କ ସମସ୍ତ ଯୋଜନା ସମ୍ପର୍କରେ ଅଧିକାଂଶ ହିତାଧିକାରୀ ସ୍ପଷ୍ଟ ରୂପେ ଜାଣି…

ଶିକାରୀର ବିଦ୍ୟୁତ୍ ଫାଶରେ ଚାଷୀ : ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ; ଜଣେ ଶିକାରୀ ଗିରଫ,

ବେଲଗୁଣ୍ଠା/ଶିବରାମ ଚୌଧୁରୀ: ବେଲଗୁଣ୍ଠା ବ୍ଲକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଲକଷଣ୍ଢା ଗ୍ରାମର ଚାଷୀ ଶିବରାମ ସ୍ୱାଇଁ (45) ଶିକାରୀ ବିଛାଇ ଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର ହୋଇଥିବା ଅଭିଯୋଗ ଆଣିଛନ୍ତି ଶିବରାମଙ୍କ ପୁଅ ଶୁଭମ୍ I…

ବିଶେଷ ଟ୍ରେନ ଚଳାଚଳ ଦିବସ ବୃଦ୍ଧି

ସେପ୍ଟେମ୍ବର 2023 ର ଶେଷ ସପ୍ତାହ ପର୍ଯ୍ୟନ୍ତ ଭଞ୍ଜପୁର-ପୁରୀ-ଭଞ୍ଜପୁର (ବାରିପଦା) ଏବଂ ସାନ୍ତ୍ରାଗଛି -ପୁରୀ-ସାନ୍ତ୍ରାଗଛି ବିଶେଷ ଟ୍ରେନ ଚଳାଚଳ କରିବ | ଭୁବନେଶ୍ୱର : ଯାତ୍ରୀ ମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁରୀ-ସାନ୍ତ୍ରାଗଛି-ପୁରୀ ଏବଂ ପୁରୀ-ଭଞ୍ଜପୁର-ପୁରୀ ବିଶେଷ ଟ୍ରେନ ଗୁଡିକର…

ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ : ଏନ୍ଫୋର୍ସମେଣ୍ଟ କୁ ଜୋରଦାର ତଥା କଡାକଡି କରିବା ଉପରେ ଗୁରୁତ୍ୱାରୋପ

ଜିଲ୍ଲା ଅନ୍ତର୍ଗତ ଜାତୀୟ ରାଜପଥ କୁ ସଂଲଗ୍ନ ରାସ୍ତାରେ ହମ୍ପସ, ରମ୍ବଲର ତଥା ସୂଚନା ଫଳକ ଲଗାଇବାକୁ ଜିଲ୍ଲାପାଳ ଙ୍କ ଗୁରୁତ୍ୱାରୋପ - ଦୁର୍ଘଟଣା ପ୍ରବଣ, ବୁଲାଣୀ ରାସ୍ତା ଉପରେ ରେ ସୂଚନା ଫଳକ ସହ ବ୍ଲିକିଙ୍ଗ ଲାଇଟ ଲଗାଇବାକୁ ନିର୍ଦେଶ - ସୁବର୍ଣ୍ଣପୁର(ଆର୍ତ୍ତତ୍ରାଣ…

ସି ଆଇ ଟି ୟୁ ଜାତୀୟ କାର୍ଯ୍ୟକାରିଣୀ ବୈଠକ ରାଉରକେଲା ଠାରେ ଉଦଘାଟିତ

ନରେନ୍ଦ୍ର ମୋଦି ସରକାର ଙ୍କ ଶ୍ରମିକ ଓ ଜନ ବିରୋଧି ନିତୀ ବିରୁଦ୍ଧରେ ଶ୍ରମଜୀବୀ ଓ ଶୋଷିତ ଜନ ଗଣ ଙ୍କୁ ଐକ୍ୟବଦ୍ଧ ଓ ଆନ୍ଦୋଳନ କରିବା ପାଇଁ ଖସଡ଼ା ପ୍ରସ୍ତୁତ କରିବ ସି ଆଇ ଟି ୟୁ। ରାଉରକେଲା ତା ୪/୦୯/୨୦୨୩(ବସନ୍ତ କୁମାର ଜେନା):- ଦେଶର ବଳିଷ୍ଠ ଓ ସଂଗ୍ରାମୀ ଟ୍ରେଡ୍ ୟୁନିୟନ ସି ଆଇ ଟି ୟୁ…

ବାନ୍ଦୁପାଲି ଦୈବୀଶକ୍ତି ଘଟଣା : ବନ୍ଦ କରିବାକୁ ପ୍ରଶାସନ କଲା ତାଗିଦ୍

https://youtu.be/_12QLyK3ym0 ପଦ୍ମପୁର :- ଗତ କିଛିଦିନ ହେଲା କଥିତ ଭାବେ ଦୈବୀଶକ୍ତିର ଆବିର୍ଭାବକୁ ନେଇ ଚର୍ଚ୍ଚାରେ ଥିବା ପଦ୍ମପୁର ଉପଖଣ୍ଡର ବାନ୍ଦୁପାଲି ଗାଁକୁ ଆଜି ଉପ-ଜିଲ୍ଲାପାଳ ସଦାକର କୁମ୍ଭାର ଗସ୍ତ କରି ସ୍ଥିତି ପରଖିଛନ୍ତି । ଗତ କିଛି ଦିନ ହେବ ବାନ୍ଦୁପାଲି ଗାଁରେ ଜଣେ…

ଜଟଣୀ ଖାସମାହଲ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବାପାଇଁ ନୀତିଗତ ନିଷ୍ପତ୍ତି

ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଡିସେମ୍ବରରୁ ପଟ୍ଟା ବଣ୍ଟନ ଭୁବନେଶ୍ୱର ପତିତ ଜମିର ସତ୍ତ୍ୱ ରାଜସ୍ୱ ବିଭାଗ Task Forceର SOP ଭିତ୍ତିରେ ନିର୍ଦ୍ଧାରିତ ହେବ 5T ସଚିବଙ୍କ ଜିଲ୍ଲା ଗସ୍ତ ପରବର୍ତ୍ତୀ ଉଚ୍ଚସ୍ତରୀୟ ସମୀକ୍ଷା ଆରମ୍ଭ ଭୁବନେଶ୍ୱର :…

ଲାଲପାରାରେ ତିନିଦିନିଆ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଫୂଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ.

ନବରଙ୍ଗପୁର/ଅଶୋକ ସାହୁ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁମଲି ପଂଚାୟତର ଲାଲପାରା ଆଦିବାସୀ ଗ୍ରାମ ରେ ତୃତୀୟ  ଦିବସର ଫୂଟବଲ ଟୁର୍ଣ୍ଣାମେଣ୍ଟ  ଅନୁଷ୍ଠିତ ହୋଇଥିଲା |ଏହି ପ୍ରତିଯୋଗୀତାରେ ୨୪ଟି ଦଳ ଭାଗ ନେଇଥିଲା ବେଳେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି | ଏହି…

ଜିଲ୍ଲା ସ୍ତରୀୟ ସଂସ୍କୃତ ମହୋତ୍ସବ – ୨୦୨୩ ପାଳନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ , ଓଡ଼ିଶା ଗଜପତି ଜିଲ୍ଲାଶାଖା ସଂସ୍କୃତ ଶିକ୍ଷକ ସଂଘ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ସଂସ୍କୃତ ମହାବିଦ୍ୟାଳୟର ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ସଂସ୍କୃତ ମହୋତ୍ସବ - ୨୦୨୩ ପାଳନ ସମାରୋହ କାର୍ଯ୍ୟକ୍ରମ…

୫-ଟି ସଚିବଙ୍କର ଜିଲ୍ଲା ବୁଲା ପ୍ରସଙ୍ଗ: ଟୁକୁନିଙ୍କୁ କୁସୁମଙ୍କ ଚ୍ୟାଲେଂଜ

“ସଚିବ ବଡ ନା ମନ୍ତ୍ରୀ ବଡ” ପ୍ରଶ୍ନର ଜବାବରେ ମନ୍ତ୍ରୀଙ୍କ ପ୍ରତିକ୍ରିୟା ପ୍ରମାଣ କରିଛି ‘ସଚିବ ବଡ’  ଦୁଇଟି ବିଭାଗର ମନ୍ତ୍ରୀ ଭାବରେ ଆପଣ କେତେଥର ସରକାରୀ ହେଲିକ୍ୟାପ୍ଟର ବ୍ୟବହାର କରିପାରିଛନ୍ତି ?  ଜଣେ ସଚିବ ବାହାଘର ଭୋଜି ଖାଇବା ପାଇଁ, ପାରିବାରିକ ଉତ୍ସବରେ ଯୋଗ ଦେବା…