ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାରେ ଫାଇଲେରିଆ ସଚେତନତା ଅଭିଯାନ ଜରିଆରେ ୭୦୦୦ ଲୋକଙ୍କ ପାଖରେ ପହଁଚିଛି

ଝାରସୁଗୁଡ଼ା: ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ସଂପ୍ରତି ଓଡ଼ିଶାର ଝାରସଗୁଡ଼ାରେ ଏକ ଫାଇଲେରିଆ ସଚେତନତା ଅଭିଯାନ ଓ ଔଷଧ ବିତରଣ କାର୍ଯ୍ୟ ଜରିଆରେ ୭୦୦୦ରୁ ଅଧିକ ଲୋକଙ୍କ ପାଖରେ ପହଁଚିଛି । ଏହି ଅଭିଯାନରେ ମିସ୍ ଦୀପାଳି ଦାସ-ବିଧାୟିକା, ଝାରସୁଗୁଡ଼ା ବେଦାନ୍ତର…

ପଦ୍ମପୁରରେ ନୂତନ ଉପ-ଜିଲ୍ଲାପାଳଂକ ଦାୟିତ୍ବ ଗ୍ରହଣ

ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ନୂତନ ଉପ-ଜିଲ୍ଲାପାଳ ରୂପେ ଶ୍ରୀ ଆଲୋକ କୁମାର ପଟେଲ ଆଜି ଯୋଗ ଦେଇଛନ୍ତି। ଶ୍ରୀ ପଟେଲ ଭାରପ୍ରାପ୍ତ ଉପ- ଜିଲ୍ଲାପାଳ ଶ୍ରୀ ସଦାକର କୁମ୍ଭାରଂକ ଠାରୁ କାର୍ଯ୍ଯଭାର ଗ୍ରହଣ କରିଛନ୍ତି । ଏହି ଅବସରରେ ପଦ୍ମପୁର ଉପ-ଜିଲ୍ଲାପାଳ କାର୍ଯ୍ଯାଳୟର ସମସ୍ତ…

ଗୋଇବାହାଲି ରେ ମନ୍ଦିର ପୁନରୁଦ୍ଧାର ପାଇଁ ୪ଲକ୍ଷ ଅନୁଦାନ : ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟିକା

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ପାଇକମାଲ ବ୍ଲକ ପଲସଦା ଗ୍ରାମପଞ୍ଚାୟତ ର ଗୋଇବାହାଲି ଗ୍ରାମରେ ସ୍ଥାନୀୟ ଶବର ସମାଜର ଆରାଧ୍ୟ ନୀଳମଧଵ ମହାପ୍ରଭୁଙ୍କ ମନ୍ଦିର ପୁନରୁଦ୍ଧାର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସ୍ୱତନ୍ତ୍ର ସହାୟତା ଯୋଜନାରେ ଚାରି ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହେବା ପରେ…

ଜିଲ୍ଲାସ୍ତରୀୟ ମିଶନ ଇନ୍ଦ୍ରଧନୁର ଶୁଭାରମ୍ଭ

ସୁବର୍ଣ୍ଣପୁର : (ଆର୍ତ୍ତତ୍ରାଣ ମହାପାତ୍ର) ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ସ୍ଥାନୀୟ କୁଷ୍ଠା ପଡ଼ା (ମଝି ପଡ଼ା ) ଅଙ୍ଗନୱାଡି କେନ୍ଦ୍ର ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ ବିଶ୍ୱ ରଞ୍ଜନ ପତି ମୁଖ୍ୟ ଅତିଥିଭାବେ ଯୋଗଦାନ କରି କାର୍ଯ୍ୟକ୍ରମ ର ଶୁଭଉଦ୍ଘାଟନ କରି…

ମହିଳାଙ୍କ ଝୁଲନ୍ତା ମୃତ ଦେହ ଜବତ..

ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅଧିନସ୍ଥ କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ ନନ୍ଦଗିରି ଗ୍ରାମରେ ଆଜି ସକାଳୁ ଜଣେ ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି I ଗ୍ରାମବାସୀଙ୍କ ସୂଚନା ପ୍ରକାରେ ଘଟଣା ସ୍ଥଳରେ ଥାନା ଅଧିକାରୀ ଅଜୟ କୁମାର…

ଦୀର୍ଘ 10 ମାସରୁ ଉର୍ଦ୍ୱ ସମୟ ହେଲା , ମନରେଗା ରେ କାମ କରି ପ୍ରାପ୍ୟ ପାଇ ନାହାନ୍ତି ଶ୍ରମିକ

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ସମୁଦାୟ 65 ଗୋଟି ଅଭିଯୋଗ ର ଶୁଣାଣି ବରଗଡ଼ :- ବରଗଡ଼ ଜିଲ୍ଲାପାଳ ଶ୍ରୀମତୀ ମୋନିଶା ବାନାର୍ଜୀ ଙ୍କର ଆଜି ପାଇକମାଲ ବ୍ଲକ ଅଫିସ ରେ ମିଳିତ ଜଣ ଶୁଣାଣି ଶିବିର ରହିଥିଲା । ଏହି ଶିବିର ରେ ସମୁଦାୟ 65 ଗୋଟି ଅଭିଯୋଗ ର ଶୁଣାଣି ହୋଇଥିବା…

ଚିଲିକାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର!!

ଚିଲିକା/ଖୋର୍ଦ୍ଧା:-(ସେକ୍ କୌସର) ଆଜି ସକାଳେ ଚିଲିକାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ନାଭାଲ ଫାଣ୍ଡି ପୋଲିସ। ଖବର ମୁତାବକ ଗତକାଲି ରାତିରେ ବଡ଼କୁଳ ଗ୍ରାମର ବାସୁଦେବ ନାୟକ (୪୦) ଶୌଚ ପାଇଁ ପାନ୍ଥନିବାସ ଜେଟି ନିକଟକୁ ଯାଇଥିବା ବେଳେ ଚିଲିକା ପାଣିରେ କୌଣସି କାରଣ ବଶତଃ ପଡି ଯାଇଥିଲେ।…

ଆଶା ହରେଇଲା ପରେ ସାହା ହେଲା ବି.ଏସ.କେ.ୱାଇ

 କଲକତାର ନାରାୟଣ ହୃଦୟାଳୟରେ ହେଲା ସଞ୍ଜୟଙ୍କ  ଚିକିତ୍ସା ଭୁବନେଶ୍ଵର: “ଭେଲୋର,କଲକତା ଓ ଚଣ୍ଡୀଗଡର ବଡବଡ ଡାକ୍ତରଖାନାରୁ ଫେରି ଜୀବନ ଆଶା ହରେଇଲା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ.କେ.ୱାଇ) ମୋର ସାହା ହେଲା । କଲକତାର ନାରାୟଣ ହୃଦୟାଳୟରେ ମୋର ଉପଯୁକ୍ତ ଚିକିତ୍ସା ହେଲା ।…

କାମାକ୍ଷାନଗର @ ୨୦୨୪ : ବଢୁଛି ତାତି, କାହା ମୁଣ୍ଡରେ ହାତ ରଖିବେ ଶଙ୍ଖପତି

ଅସଜଡ଼ା କାମାକ୍ଷାନଗରରେ କିଏ ହେବେ ପ୍ରଫୁଲ୍ଲଙ୍କ ବିକଳ୍ପ ! ଭୁବନେଶ୍ୱର(ଗିରିଜା ଦାଶ):: ଓଡ଼ିଶା ରାଜନୀତିରେ ବିଜେଡ଼ି ଗଡ଼ ଭାବେ ପରିଚିତ ହୋଇ ଆସୁଥିବା ନିର୍ବାଚନ ମଣ୍ଡଳୀ ମଧ୍ୟରୁ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ହେଉଛି ଅନ୍ୟତମ । ଏହି ନିର୍ବାଚନ ମଣ୍ଡଳୀରେ ୨୦୦୦ ମସିହା ଠାରୁ ଲଗାତାର…

ଓସେପା ୱେବସାଇଟ୍‌ରେ ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି

-୧୩ରୁ ଆବେଦନ କରିବେ ଆଶାୟୀ -୧୦ ଅକ୍ଟୋବର ଆବେଦନର ଶେଷ ତାରିଖ  ଭୁବନେଶ୍ୱର, ୧୧ା୯: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ ଶିକ୍ଷକ ଯୋଜନାଭିତ୍ତିକ (ସିମାଟିକ୍‌) ନିଯୁକ୍ତି ପାଇଁ ଓଡି଼ଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)…