ଗାନ୍ଧୀଙ୍କ ଜୀବନୀ ଆଧାରିତ ଆର୍ନ୍ତଜାତିକ ଚଳଚିତ୍ର ସମାରୋହ ୨୦ ରେ
ରାଉରକେଲା, (ବସନ୍ତ କୁମାର ଜେନା): ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟଓ ସଂସ୍କୃତି ବିଭାଗ, ରାଉରକେଲା ଇସ୍ପାତ କାରଖାନା, ସୁନ୍ଦର ଗଡ ଜିଲ୍ଲାପ୍ରଶାସନ ଓ ଇଣ୍ଡିଆନ ଇନଫୋଟେଣ୍ଟମେଣ୍ଟ ମିଡିଆ କୋରପୋରେସନ ମୁମ୍ବାଇ ର ମିଳିତ ଆନୁକୁଲ୍ୟରେ ରେ ଆସନ୍ତା ୨୦ ସେପ୍ଟେମ୍ବର ସ୍ଥାନିୟ ସିଭିକ ସେଣ୍ଟର,…