ଓଡିଶା କଂଗ୍ରେସର ସୁରକ୍ଷା କବଚ ସାଜିଛି ରାଜ୍ୟ ବିଜେପି: ବିଜେଡି
ଆୟକର ଚଢଉ ପ୍ରସଙ୍ଗରେ ଜାତୀୟ ସ୍ତରରେ ବିଜେପି ନିଶାଣରେ କଂଗ୍ରେସ
ଓଡିଶାରେ କଂଗ୍ରେସ ବିରୁଦ୍ଧରେ ରାଜ୍ୟ ବିଜେପିର ପାଟି ଖୋଲୁନି
ଅର୍ଦ୍ଧସତ୍ୟ କହି ଓଡିଶାକୁ ବଦନାମ କରିବାରେ ଲାଗିଛନ୍ତି ବିଜେପି ନେତା
ଭୁବନେଶ୍ୱର, ୧୧/୧୨/୨୦୨୩: ଆୟକର ବିଭାଗର ଚଢାଉରୁ ୩୦୦…