ବେଦାନ୍ତ ଆଲୁମିନିୟମ ପକ୍ଷରୁ ଡିଏଭି ସ୍କୁଲ ଝାରସୁଗୁଡ଼ାରେ ଫାୟାର ମକ ଡ୍ରିଲ ପରିଚାଳନା
୧୦୦୦ରୁ ଅଧିକ ଛାତ୍ର ଛାତ୍ରୀ ଓ ସ୍କୁଲ ଶିକ୍ଷକଙ୍କୁ ଅଗ୍ନିକାଣ୍ଡ ଜନିତ ଜରୁରୀ କାଳୀନ ପରସ୍ଥିତି ପାଇଁ ପ୍ରସ୍ତୁତି ସଂପର୍କରେ ସଜାଗ କରାଯାଇଥିଲା
ଝାରସୁଗୁଡ଼ା, ଓଡ଼ିଶା, ୧୯.୦୯.୨୦୨୩ : ବେଦାନ୍ତ ଆଲୁମିନିୟମ ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ଝାରସୁଗୁଡ଼ାର ଡିଏଭି ବିଦ୍ୟାଳୟରେ ଏକ ବ୍ୟାପକ…