ଜଳ ଉତ୍ସର ସୁରକ୍ଷା ସହିତ ସଫେଇ ନିମନ୍ତେ ସଚେତନ ବାର୍ତ୍ତା ବାଣ୍ଟିଲେ ଏନସିସି କ୍ୟାଡେଟ

ଓଡ଼ଗାଁ, ୨୪।୯(ଶ୍ରୀକାନ୍ତ କୁମାର ମିଶ୍ର): ଷଷ୍ଠ ଓଡ଼ିଶା ବାଟାଲିୟନ ଏନସିସି ପୁରୀ ଆନୁକୂଲ୍ୟରେ ଓଡ଼ଗାଁ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ଏନସିସି କ୍ୟାଡେଟ ମାନେ ସାଇକେଲ ରାଲିରେ ଜଳ ଉତ୍ସର ସୁରକ୍ଷା ଓ ସଫେଇ ସମ୍ପର୍କରେ ସଚେତନ ବାର୍ତ୍ତା ବାଣ୍ଟିଥିଲେ । ପୁନିତ ସାଗର ଅଭିଯାନ…

ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉପଲକ୍ଷେ ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ …

ରାଉରକେଲା, (ବସନ୍ତ କୁମାର ଜେନା): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ତ୍ୟାଗପୁତ ଜୀବନୀ, ଓଡିଆ ଭାଷା ଓ ଓଡିଶା ସଂପର୍କରେ ସଚେତନତା ସୃଷ୍ଟି କରିବା ନିମିତ୍ତ ଓଡିଆ ଭାଷାରେ ବିଭିନ୍ନ ପ୍ରତିଯୋଗିତା ସେକ୍ଟର ୫ ଆଦର୍ଶ ପାଠାଗାର ଆନୁକୂଲ୍ୟରେ ଭଞ୍ଜଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି…

ସ୍ବାମୀ ଚିଦାନନ୍ଦ ସରସ୍ବତୀଙ୍କ ୧୦୬ତମ ଜୟନ୍ତୀ ପାଳନ

ରାଉରକେଲା, (ବସନ୍ତ କୁମାର ଜେନା):- ରାଉରକେଲା ଶାଖା ଡିଭାଇନ ଲାଇଫ ସୋସାଇଟୀ ତରଫରୁ ଛେଣ୍ଡ ସ୍ଥିତ ଶିବାନନ୍ଦ ଆଶ୍ରମ ଠାରେ ସ୍ବାମୀ ଚିଦାନନ୍ଦ ସରସ୍ବତୀ ଙ୍କ ୧୦୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ବାମୀ ବ୍ରହ୍ମସାକ୍ଷାତକାରନନ୍ଦଜୀ ମହାରାଜ ଓ ସ୍ବାମୀ ରାମେଶ୍ବରନନ୍ଦ…

ଗାନ୍ଧୀ ଜୟନ୍ତୀରୁ ବିଜେଡିର ପଦଯାତ୍ରା ଆରମ୍ଭ: ଘରକୁ ଯାଇ ସରକାରଙ୍କ ଉନ୍ନୟନ ବାର୍ତ୍ତା ବାଣ୍ଟିବେ କର୍ମୀ

ଓଡ଼ଗାଁ, ୨୪।୯ (ଶ୍ରୀକାନ୍ତ କୁମାର ମିଶ୍ର): ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ନୟାଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଓଡ଼ଗାଁ ବ୍ଳକ ଅଞ୍ଚଳର ୧୮ ଗୋଟି ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହେବ । ଓଡ଼ଗାଁ ବିଜେଡି ଦଳ ପକ୍ଷରୁ…

ବିଜେପି ପକ୍ଷରୁ ଅମୃତ କଳସ ଶୋଭାଯାତ୍ରା ରେ ମାଟି ସଂଗ୍ରହ

https://youtu.be/9-ozrNPUFO8 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ମାହାଙ୍ଗାର ବରିଷ୍ଠ ବିଜେପି ନେତା ଚୌଧୁରୀ ପ୍ରଭାତ କେଶରୀ ମିଶ୍ରଙ୍କ ନେତୃତ୍ୱରେ ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ଅମୃତ କଳସ…

ସାନ ଜଟିଆପାଲିରେ ନୂଆଁଖାଇ ଭେଟ ଘାଟ ଉତ୍ସବ

କୁଚିଣ୍ଡା/ଅଜୟ ବାଘ :ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକର ସାନ ଜଟିଆ ପାଲି ଗ୍ରାମରେ ଷ୍ଟେପ ଅପ କ୍ଲବର ସଭାପତି ଦୀପା ମନୋହରୀ ଙ୍କ ସଭାପତିତ୍ବରେ ନୂଆଁଖାଇ ଭେଟ ଘାଟ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ନୂଆଖାଇର…

ଘୁମୁସର ଜିଲ୍ଲା ପ୍ରସଙ୍ଗ: ସୋରଡା ବିଧାୟକ ଙ୍କୁ ସ୍ମାରକପତ୍ର ପ୍ରଦାନ କଲା ଘୁମୁସର ବାହିନୀ

ଭଞ୍ଜନଗର,(ଉଦୟନାଥ ପଣ୍ଡା) : ଭଞ୍ଜନଗର ଉପଖଣ୍ଡର ୮ ବ୍ଳକ ଓ ୫ ଗୋଟି ଏନଏସି କୁ ନେଇ ସ୍ୱତନ୍ତ୍ର ଘୁମୁସର ଜିଲ୍ଲା ଗଠନ ନିମନ୍ତେ ୧୯୯୩ ମସିହା ଠାରୁ ଓକିଲ ସଂଘ, ବୁଦ୍ଧିଜୀବୀ,ବରିଷ୍ଠ ନାଗରିକ,ଉତ୍କଳ ସାମ୍ବାଦିକ ସଂଘ ସମେତ ବିଭିନ୍ନ ସଙ୍ଗଠନ ଦୀର୍ଘ ବର୍ଷର ଏହି ପ୍ରସ୍ତାବ ନେଇ ସ୍ବରୋତ୍ତରଳନ…

ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ” ଜାତୀୟ ସେବା ଯ଼ୋଜନା ଦିବସ” ପାଳିତ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରିୟବରପୁର୍ ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ "ଜାତୀୟ ସେବା ଯ଼ୋଜନା ଦିବସ" ପାଳିତ ହୋଇଯାଇଛି ।ପ୍ରଥମ ପର୍ଯ୍ୟାୟରେ ସମସ୍ତ ସ୍ଵେଚ୍ଛାସେବୀ ମାନଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଜାତୀୟ ସେବା…

ବେଲଗୁଣ୍ଠା ସମ୍ବାଦ, ଆମ ଓଡ଼ିଶା ଏବଂ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ସ୍ଵେଚ୍ଛାକୃତ ରକ୍ତଦାନ…

 ଏକ ଦମ୍ପତ୍ତି, ପାଞ୍ଚ ମହିଳାଙ୍କ ସମେତ 32 ଜଣଙ୍କ ସ୍ଵେଚ୍ଛାକୃତ ରକ୍ତଦାନ ; 23 ଜଣ ନୂତନ ରକ୍ତଦାତା ସୃଷ୍ଟି ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-ଆଜି ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ପରିସରରେ ସମ୍ବାଦ ଆମ ଓଡ଼ିଶା ଏବଂ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଏକ…

ଓଡିଶା ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାୟଗଡ ଜିଲ୍ଲା ଶାଖାର ସପ୍ତମ ବାର୍ଷିକ ଉତ୍ସବ ପାଳିତ

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ସ୍ଥାନୀୟ ହୋଟେଲ ତେଜସ୍ୱୀର ସମ୍ମିଳନୀ କକ୍ଷରେ ଓଡିଶା ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାୟଗଡ ଜିଲ୍ଲା ଶାଖାର ସପ୍ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l ଓଡିଶା ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାୟଗଡ ଜିଲ୍ଲା ଶାଖାର ସଭାପତି ଶ୍ରୀ ସରୋଜ କୁମାର ସାହୁଙ୍କ…