ଦେଶୀ ମଦଭାଟିରୁ କଳା ଟଙ୍କା ଜବତ ହେବା ବିଜେଡ଼ି ପାଇଁ କେଉଁ ଗର୍ବର କଥା ? – ସୂରଜ ସୂର୍ଯ୍ୟବଂଶୀ
• ଓଡ଼ିଶାରେ କଣ କଣ ଘଟଣା ଘଟିଛି, ତାହା ଉପରେ ବିଜେଡି ମୁଖପାତ୍ର ବୋଧହୁଏ ଆତ୍ମସମୀକ୍ଷା କରିବାକୁ ଅସମର୍ଥ ଅଟନ୍ତି
• “ସାହୁ ବ୍ରଦର୍ସ ଆଣ୍ଡ କୋ” ଉପରେ ରାଜ୍ୟ ସରକାରଙ୍କ ଆଶୀର୍ବାଦ ଜଳ ଜଳ ହୋଇ ପ୍ରମାଣିତ
• କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଦ ଭଳି ସମାଜିକ ପ୍ରସଙ୍ଗ…