ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଗଜପତି ଜିଲ୍ଲାର ଚତୁର୍ଥ ସାଧାରଣ ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଗଜପତି ଜିଲ୍ଲା ଚତୁର୍ଥ ସାଧାରଣ ବୈଠକ ଆଜି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଶ୍ରୀମତୀ ମରୀୟମ ରଇତ , ଅଧ୍ୟକ୍ଷା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଜପତିଙ୍କ ଅଧ୍ୟକ୍ଷତାରେ…