ଯୁବକଙ୍କୁ ଅପହରଣ କରି ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ l

ବାଣପୁର (ସେକ କୌସର ): ବାଣପୁର ଥାନା ଅନ୍ତର୍ଗତ ଖଣନ୍ତ ଗ୍ରାମର ଜଣେ ଯୁବକଙ୍କୁ ଆଜି ଅପରାହ୍ନରେ ମଟରସାଇକେଲ ସହ ଅପହରଣ କରି ୬ଜଣ ଯୁବକ ମରଣାନ୍ତକ ଆକ୍ରମଣ କରିଛନ୍ତି। ସୂଚନା ମୁତାବକ ଖଣନ୍ତ ଗ୍ରାମର ନୀଳାଞ୍ଚଳ ପରିଡା ନାମକ ଜଣେ ଯୁବକଙ୍କ ଘରକୁ ଆସି କିଛି ଦୁର୍ବୃତ୍ତ ଗାଳି ଗୁଲଜ ସହ ଜୀବନରୁ…

‘ଖୁଂଟ’ ଓ ‘ଷ୍ଟେସନ’ ଗଣିଦେଲେ ମେଟ୍ରୋ ହୁଏ ନାହିଁ : ଦିଲୀପ ମଲ୍ଲିକ

‘ମେଟ୍ରୋ ପ୍ରକଳ୍ପ’ - ବିଜେଡିର ନିର୍ବାଚନୀ ଥୋପ  ନିଜର ଅପାରଗତା  ଲୁଚାଇବା ଉଦ୍ଦେଶ୍ୟରେ ଶାସକ ବିଜେଡି ଭବ୍ୟ ଆୟୋଜନ କରିଛି  “ମହା ଆଡମ୍ବରେ ଲଘୁ କ୍ରିୟା” ସଦୃଶ ହୋଇ ରହି ଯିବ ନାହିଁ ତ ?  ଭୁବନେଶ୍ୱରର ଅଳିଆ ସଫା କରିପାରୁନଥିବା ସରକାର ମେଟ୍ରୋ କରିବା କହିବା…

ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦକୁ ଓଡ଼ିଶାର ଦ୍ଵିତୀୟ ସର୍ବାଧିକ ସଂଗ୍ରହ

 ୨୦୨୩ ମସିହା ଡିସେମ୍ବର ମାସରେ ୨୫୭୮.୦୫ କୋଟି ଟଙ୍କା ଆଦାୟ ଭୁବନେଶ୍ୱର: ୨୦୨୩ ମସିହା ଡିସେମ୍ବର ମାସରେ ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ବାବଦକୁ ଓଡ଼ିଶା ଦ୍ଵିତୀୟ ସର୍ବାଧ‌ିକ ସଂଗ୍ରହ ହାସଲ କରିବା ସହ ୨୫୭୮.୦୫ କୋଟି ଟଙ୍କା ଆଦାୟ କରିଛି । ୨୦୨୨ ମସିହା ଡିସେମ୍ବର ମାସରେ ଏହି ସଂଗ୍ରହ…

ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ l

ରାୟଗଡ : ୧/୦୧- ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲା ପରିଷଦ ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସ୍ୱଧାଦେଵ ସିଂଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ଚନ୍ଦ୍ର ରଇତଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ଏହି…

ସଡକ ସୁରକ୍ଷା ସଚେତନତା ରଥ ଶୁଭରମ୍ଭ l

ରାୟଗଡ:-୧/୦୧- ସଡକ ସୁରକ୍ଷା ସପ୍ତାହ ୨୦୨୪ ଆଜି ଠାରୁ ସାତ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ l ଏହି ଅବସରରେ ଜିଲ୍ଲାରେ ସଡକ ସୁରକ୍ଷା ସଚେତନତା ସପ୍ତାହ ପାଳନ ପାଇଁ ଜିଲ୍ଲା ପ୍ରଶାସନ ତଥା ଆଞ୍ଚଳିକ ପରିବହନ ସଂସ୍ଥା ରାୟଗଡା ତରଫରୁ ସପ୍ତାହ ବ୍ୟାପୀ ଅନୁଷ୍ଠିତ ବିଭିନ୍ନ ସଚେତନତା…

ସଡ଼କ ସୁରକ୍ଷା ସପ୍ତାହ ଉପଲକ୍ଷେ ଗଜପତି ଜିଲ୍ଲାରେ ସଚେତନତା ରଥର ଶୁଭାରମ୍ଭ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାନୁୟାରୀ ୦୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସଚେତନତା ସପ୍ତାହ ପାଳିତ ହେଉଛି। ଆଜି (ସୋମବାର ଦିନ) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଡ଼କ ସୁରକ୍ଷା ସଚେତନତା ରଥକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ସବୁଜ…

ମାହାଙ୍ଗା କ୍ରିକେଟ ପ୍ରିମିୟର ଲିଗ୍ ଜନସମୁଦ୍ର ମଧ୍ୟରେ ଉଦଯାପିତ

 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସହଯୋଗରେ ଏକ ଅଭିନବ ଷ୍ଟାଡିୟମ ପାଇଁ 50 ଲକ୍ଷ ଟଙ୍କା ଯୋଗାଇ ଦିଆଯିବ- ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ l (ମାହାଙ୍ଗା -ଶାସକ ପ୍ରଶାସକ): ଏକ ବର୍ଣ୍ଣାଢ୍ୟ ଖଚ୍ଚାଖଚ୍ଚ ଜନସମୁଦ୍ର ମଧ୍ୟରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ସାହାପୁର ବାଲିପଡିଆ ଠାରେ…

ଭୁବନେଶ୍ୱର ମେଟ୍ରୋ ରେଲ୍ ପ୍ରଥମ ପର୍ଯ୍ୟାୟ ପାଇଁ ଭିତ୍ତି ରଖିଲେ ମୁଖ୍ୟମନ୍ତ୍ରୀ,

କଥା ଦେଇଥିଲି ପାଳନ କଲି- ମୁଖ୍ୟମନ୍ତ୍ରୀ ଏୟାରପୋର୍ଟ ଛକରୁ ବାରଙ୍ଗ ରତାଗଡ ପର୍ଯ୍ୟନ୍ତ ରୋଡ୍ ସୋ, ବିଭିନ୍ନ ଛକରେ ବିପୁଳ ସମ୍ବର୍ଦ୍ଧନା 2023 ଉତ୍କଳ ଦିବସ ଅବସରରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନନ୍ଦନକାନନ ଛକରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ…

କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ବାରା ‘କୌଶଳ ରଥ’ ଉଦଘାଟିତ |

ଓଡିଶାରେ ଅଭିବୃଦ୍ଧି ଏବଂ ନୂତନତ୍ବକୁ ବୃଦ୍ଧି କରିବା ପାଇଁ ଏନଏସଡିସି ଦ୍ବାରା ଏକ ପରିବର୍ତନଶୀଳ ପଦକ୍ଷେପ ସମ୍ବଲପୁର, ଅନୁଗୁଳ ଦେଓଗଡର ଛାତ୍ର, ମହିଳା ଏବଂ ଗ୍ରାମାଞ୍ଚଳର ଯୁବକମାନଙ୍କୁ ତାଲିମ ଏକ" ପ୍ରମାଣପତ୍ର ଦେବାର ଲକ୍ଷ୍ୟ ସମ୍ବଲପୁର: 2047 ସୁଦ୍ଧା 'ବିକାଶ ଭାରତ'…

ଦାମଙ୍କ ଉପରୁ ବହିଷ୍କାର ଆଦେଶ ହଟାଇଲା ବିଜେଡି

ଭୁବନେଶ୍ୱର : ପୁରୁଖା ନେତା ଡାକ୍ତର ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଦଣ୍ଡ ଉଠାଇଛି ବିଜୁ ଜନତା ଦଳ | ବିବାଦୀୟ ମନ୍ତବ୍ୟ ଦେଇ ୨୦୧୮ ସେପ୍ଟେମ୍ବର ୧୨ ତାରିଖରେ ଦଳରୁ ବିଜେଡିରୁ ବହିଷ୍କୃତ ହୋଇଥିବା ଦାମ ବାବୁଙ୍କ ଉପରୁ ପ୍ରାୟ ପାଞ୍ଚବର୍ଷ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉପରୁ…