୪ ଦଫା ଦାବି ନେଇ ବଡ଼ଦାଣ୍ଡରେ ଗର୍ଜିଲା ରାଜ୍ୟ କଂଗ୍ରେସ

ପୁରୀ (ଅନିମେଶ ପଟ୍ଟନାୟକ): ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିବା, ରତ୍ନ ଭଣ୍ଡାର ଖୋଲାଯାଇ ମହାପ୍ରଭୁଙ୍କର ରତ୍ନଅଳଙ୍କାରର ଗଣତି ଓ ମାରାମତି, ପୁରୀ ଜିଲ୍ଲା ଚାଷୀଙ୍କର ବେଦାନ୍ତ ଅଧିକୃତ ଜମି ଫେରସ୍ତ ଓ ପୁରୀର ସ୍ଥାନୀୟ ବାସିନ୍ଦାଙ୍କର ଭୂସମ୍ପତ୍ତି ସୁରକ୍ଷା ର ସ୍ଥାୟୀ ସମାଧାନ ଦାବିରେ…

ଶ୍ରୀ ସିଦ୍ଧ ମହାବୀର ପୀଠ ଓ ମହେନ୍ଦ୍ରଗିରି ବସ୍ତି ଠାରେ ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦେବୀଙ୍କ ଆଗମନ ବିଭିନ୍ନ ରୂପରେ ଧରାପୃଷ୍ଠରେ ଅବତରଣ କରନ୍ତି । ୟା ଦେବୀ ସର୍ବେଭୂତେଷୁ.....। ରବିବାର ଦିନ ନବରାତ୍ରିଙ୍କ ପ୍ରଥମ ଦିବସ ଅବସରରେ ଶାନ୍ତି ନଗର , ଶ୍ରୀ ସିଦ୍ଧ ମହାବୀର ପୀଠ ଠାରେ ପ୍ରାଥମିକ ସଂସ୍କାର କେନ୍ଦ୍ରର ପ୍ରତିନିଧି…

ଭଞ୍ଜନଗର ପୋଲିସ୍ ଓ ଗଞ୍ଜାମ୍ ଏସ୍.ପି ଙ୍କୁ ଧନ୍ୟବାଦ୍ ଜଣାଇଲେ ମୋବାଇଲ୍ ଗ୍ରାହକ।

ଭଞ୍ଜନଗରରୁ ଉଦୟନାଥ ପଣ୍ଡା- ନାମିଦାମୀ କମ୍ପାନୀର ୨୪ ଟି ଚୋରୀ ମୋବାଇଲ ଜବତ ହେବାର ଦୁଇ ଦିନ ପରେ ପ୍ରକୃତ ମାଲିକ ଙ୍କୁ ଠାବ କରି ଫେରାଇଛି ଭଞ୍ଜନଗର ପୁଲିସ। ଚଳିତ ସୋମବାର ଅକ୍ଟୋବର ୧୬ ତାରିଖ ରେ ଥାନା ପରିସରରେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନଙ୍କ ଉପସ୍ଥିତିରେ କଟକ ଓ…

ମଣ୍ଡଳ ସ୍ତରୀୟ ସୁରଭି ଓ ଓଡ଼ିଶା ମିଲେଟସ୍ ମିଶନ ପ୍ରତିଯୋଗିତା

ଛାତ୍ରଛାତ୍ରୀଙ୍କ ଅର୍ନ୍ତନିହିତ ପ୍ରତିଭାକୁ ବିକଶିତ କରିବା ସୁରଭି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ -ବିଧାୟକ ପ୍ରତାପ ଜେନା ଏବଂ ବିଧାୟକ ଚନ୍ଦ୍ରସାରଥୀ ବେହେରା (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ):ନିଶ୍ଚିନ୍ତକୋଇଲି ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଏବଂ ଓଡ଼ିଶା ମିଲେଟସ୍ ମିଶନ ୨୦୨୩…

ପାଞ୍ଚ ଦିନିଆ ପଶ୍ଚିମ ଓଡିଶା ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା

ସୁବର୍ଣ୍ଣପୁରରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅନୁଦାନରେ ନିର୍ମାଣ ହେବ ହସ୍ତତନ୍ତ ମଲ୍ ହରଭଙ୍ଗା ବ୍ଲକରେ ନିର୍ମାଣ ହେବ ଇକୋ ପାର୍କ ଭୁବନେଶ୍ୱର: 2030 ସୁଦ୍ଧା ଓଡିଶାକୁ ଏକ ସମୃଦ୍ଧ ରାଜ୍ୟ ରୂପେ ଗଢି ତୋଳିବାକୁ ହେଲେ କର୍ମ ସୂଚ୍ଛତା ଓ ସାମୁହିକ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି…

ମୁଖ୍ୟମନ୍ତ୍ରୀ ଙ୍କର ଜନ୍ମଦିନ ରେ ରକ୍ତ ଦାନ ଶିବିର

ବରଗଡ :- ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକଙ୍କ 78 ତମ ଜନ୍ମଦିବସ ଅବସରରେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମଧ୍ୟମରେ ଏକ ବରଗଡ଼ ଜିଲ୍ଲା ସୋହେଲା ଠାରେ ମାନ୍ୟବର ଭଟଲି ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ…

ବାର ବର୍ଷରେ ପାଦ ଥାପିଲା ସୋଆ କମ୍ୟୁନିଟି ରେଡିଓ

ଭୁବନେଶ୍ୱର : ‘ରେଡିଓ’ରୁ ଭାସି ଆସୁଥିବା ସ୍ୱରରୁ ସାଧାରଣ ଲୋକଟିର ସକାଳ ଆରମ୍ଭ ହୋଇଥାଏ । ସମସ୍ତଙ୍କର ପାଖରେ ଖୁବ୍ ସହଜରେ ପହଂଚିଯାଏ ରେଡିଓର ସ୍ୱର । ରବିବାର ଏଗାର ବର୍ଷ ପୂରଣ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍‌ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ । ଏଗାର ବର୍ଷ…

ପଦ୍ମପୁର ରେ ଅଗ୍ରସେନ ଜୟନ୍ତୀ ପାଳିତ l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ମାରୱାଡି ସମାଜ ପଦ୍ମପୁର ଦ୍ୱାରା ଗତ ରବିବାର ଦିନ ମାରୱାଡି ଧର୍ମଶାଳା ରେ ମହାରାଜ ଅଗ୍ରଶେନ ଙ୍କ ଜୟନ୍ତୀ ଧୂମଧାମ ରେ ପାଳିତ ହୋଇଛି I ସକାଳ ୮ଟା ରେ ମହାରାଜ ଙ୍କ ଫଟୋଚିତ୍ର କୁ ପୂଜା କରି ପଦ୍ମପୁର ନଗର ପରିକ୍ରମା କରାଯାଇଥିଲା I ଶୋଭାଯାତ୍ରା ରେ ମାରୱାଡି…

ଚିଲିକା ନିର୍ବାଚନ ମଣ୍ଡଳୀର ବହୁ ବିଜେପି କର୍ମକର୍ତ୍ତା ବିଜେଡିରେ ହେଲେ ସାମିଲ

ଚିଲିକା/ ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକ ଓ ଏନଏସିର ବିଜେପି କର୍ମକର୍ତ୍ତା ଏବଂ କର୍ମୀ ଆଜି ଶଙ୍ଖଭବନ ଠାରେ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ।…

ପହଞ୍ଚୁନି ମେଗା ପ୍ରକଳ୍ପ ପାଣି।: ଶୁଖିଲା ପଡିଛି କ୍ଷୁଦ୍ର ଜଳସେଚନ ବିଭାଗ ଦ୍ବାରା ନିର୍ମାଣ ହୋଇଥିବା ପୋଖରି।

ଜମିରେ ଧାନ ଲଗାଇ ଚାଷି ହତାଷ। ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:ଗୁଣୁପୁର ଅଞ୍ଚଳରେ ଅଭାବି ବର୍ଷା ଯୋଗୁଁ ଗୁଣୁପୁର କୃଷି ଜିଲ୍ଲାର ନରସିଂହ ମୁଣ୍ଡା ଅଞ୍ଚଳରେ ଧାନ ଜମି ଗୁଡିକ ଫାଟି ଆଁ ହୋଇ ରହିଛି। ଏହି ଅଞ୍ଚଳ ରେ ଚାଷି ମାନେ ଧାନ ଚାଷ କରି ପରିବାର ଭରଣପୋଷଣ କରିଥାନ୍ତି। ପ୍ରାୟ…