ଖାଦ୍ୟ ବଣ୍ଟନ ସହ ଜେଜେବାପା-ଜେଜେମା’ଙ୍କ ସହ କିଛି ଖୁସିର ମୁହୂର୍ତ୍ତ
ବାଣପୁର:(ସେକ୍ କୌସର): ସୋମବାର ଦିନ ହିନ୍ଦୁସ୍ତାନ ସୋସିଆଲିଷ୍ଟ ୟୁଥ୍ ଆସୋସିଏସନ୍ ଏବଂ ଜୟ ହିନ୍ଦ ସେବା ଫାଉଣ୍ଡେସନ୍ ଚାରିଟେବଲ୍ ଟ୍ରଷ୍ଟର ମିଳିତ ଉଦ୍ୟମରେ ଏକ ଅଭିନବ ଓ ମାନବିକ ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମଟି ହିନ୍ଦୁସ୍ତାନ ସୋସିଆଲିଷ୍ଟ ୟୁଥ୍!-->!-->!-->…