ସୋଆରେ ଏମ୍‌.ଏସ୍‌.ସ୍ୱାମୀନାଥନ ସ୍ମାରକୀ ଆଲୋଚନାଚକ୍ର ଆୟୋଜିତ

ଭୁବନେଶ୍ୱର,୩୦/୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ (ଆଇଏଏସ୍‌)ରେ ପ୍ରଖ୍ୟାତ କୃଷି ବୈଜ୍ଞାନିକ ସ୍ୱର୍ଗତଃ ଏମ୍‌.ଏସ୍‌.ସ୍ୱାମୀନାଥନ୍‌ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ଓଡ଼ିଶା…

ଭିନ୍ନକ୍ଷମ ଛାତ୍ର ବିଭୁଙ୍କୁ ଓଡ଼ିଶା-ମୋ ପରିବାର ପକ୍ଷରୁ କୃତ୍ରିମ ଅଙ୍ଗ ପ୍ରଦାନ

ପିପିଲି: ଦୁର୍ଘଟଣାରେ ଆହତ ହୋଇ ହରାଇଥିଲେ ଗୋଡ଼ । ପାଠ ପଢିବାକୁ ମନରେ ଅନେକ ଆଗ୍ରହ ଥିଲେହେଁ ତାଙ୍କ ଅକ୍ଷମତା ବାଧକ ସାଜିଥିଲା । ତାଙ୍କୁ ଯଥେଷ୍ଟ ସକ୍ଷମ କରିବା ପାଇଁ କୃତ୍ରିମ ଅଙ୍ଗ ଯୋଗାଇ ଦେଲା ଓଡ଼ିଶା-ମୋ ପରିବାର । ସୂଚନାଯୋଗ୍ୟ, ପୁରୀ ଜିଲ୍ଲା ପିପିଲି ବ୍ଲକ ଡେଲାଙ୍ଗ ପଞ୍ଚାୟତ…

ଭଞ୍ଜନଗରରେ ଦୁର୍ନୀତି ନିବାରଣ ସଚେତନତା ପାଇଁ ଶପଥ ପାଠ

ଭଞ୍ଜନଗରରେ/ଉଦୟନାଥ ପଣ୍ଡା: ଭଞ୍ଜନଗର ରେ ଆଜି ଅକ୍ଟୋବର ୩୦ ତାରିଖ ୨୦୨୩ ରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭଞ୍ଜନଗରରେ ଦୁର୍ନୀତି ନିବାରଣ ସଚେତନତା ର ଶପଥପାଠ ବ୍ଲକ ଓସଓ୍ବାନ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହା ଆସନ୍ତା ୫ ନଭେମ୍ବର ପର୍ଯ୍ୟନ୍ତ ଚାଲୁ ରହିବ| ମୁଖ୍ୟମନ୍ତ୍ରୀ ଶ୍ରୀ…

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶପଥ ପାଠ l

ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଦୁର୍ନୀତି ନିବାରଣ ସପ୍ତାହ ୨୦୨୩ ପାଳନ ଅବସରରେ ଆଜି ତା ୩୦/୧୦/୨୦୨୩ ରିଖ ପୂର୍ବାହ୍ନ ଘ୧୦-୩୦ ମି ସମୟରେ ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶପଥ ପାଠ କରାଯାଇଥିଲା l ଉପ ଜିଲ୍ଲାପାଳ ଲଳିତ କୁମାର କହଁର, ସମସ୍ତ କର୍ମଚାରୀ ମାନଙ୍କୁ ଦୁର୍ନୀତି…

ସ୍ଵାମୀ ନିଖୋଜ ନେଇ ଥାନାରେ ଏତଲା ଦେଲେ ସ୍ତ୍ରୀ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୯/୧୦/୨୩ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଚାଟିଗୁଡ଼ା (ବିଜାପୁର) ର ଜଣେ ବ୍ୟେକ୍ତି ନିଖୋଜ ହୋଇଥିବା ନେଇ ଡାବୁଗାଁ ଥାନା ରେ ଏତଲା ହୋଇଛି। ନିଖୋଜ ବ୍ୟେକ୍ତି ଜଣକ ଡାବୁଗାଁ ଥାନା ଚାଟିଗୁଡା (ବିଜାପୁର) ର ପଦଲାମ ହରିଜନ (୩୮)…

ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ତୃତୀୟ ବାର୍ଷିକ ଭେଟଘାଟ କାର୍ଯ୍ୟକ୍ରମ ସମର୍ପଣ୍-୨୦୨୩ ଅନୁଷ୍ଠିତ

ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ବଲାଙ୍ଗୀର ସ୍ବେଚ୍ଛାସେବୀ ସଂଗଠନ ଦ୍ୱାରା ତୃତୀୟ ବାର୍ଷିକ ଭେଟଘାଟ କାର୍ଯ୍ୟକ୍ରମ ସମର୍ପଣ୍-୨୦୨୩ ସ୍ଥାନୀୟ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ସକାଳୁ ମାଁ ସମଲେଶ୍ବରୀ, ମାଁ ପାଟଣେଶ୍ୱରୀଙ୍କ ପୂଜାର୍ଚ୍ଚନା କରିବା ପରେ ସଂଗଠନ ଏକ ବିରାଟ…

ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ପଂଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ୨୦୨୩ ପାଳିତ ହୋଇଛି । ଅତିରିକ୍ତ ବିଡ଼ିଓ ଅଶୋକ କୁମାର ମହାନ୍ତିଙ୍କ ପୌରହିତ୍ୟରେ ପ୍ରଥମେ ଉପସ୍ଥିତ ଥିବା ବିଭିନ୍ନ…

ଆଧ୍ୟାତ୍ମିକବାଦୀ ତଥା ଚାଷୀ ପୁରସ୍ତମ ପରିଡ଼ାଙ୍କ ସ୍ମୃତିସଭା

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଫଗୋଳ ପଂଚାୟତ ଜଗନ୍ନାଥପୁର ଗ୍ରାମର ସୁନାମଧନ୍ୟ ଚାଷୀ ତଥା ଆଧ୍ୟାତ୍ମିକବାଦୀ ବ୍ୟକ୍ତି ସ୍ୱର୍ଗତ ପୁରସ୍ତମ ପରିଡ଼ାଙ୍କ ଏକାଦଶାହ ସ୍ମୃତିସଭା ଅନୁଷ୍ଠିତ ହୋଇଛି । ସମାଜସେବୀ ରମେଶଚନ୍ଦ୍ର ସ୍ୱାଇଁଙ୍କ ସଂଯୋଜନାରେ ଏଥ୍ôରେ ବ୍ଲକ…

ଦୀର୍ଘଦିନ ପରେ ଓଡ଼ଗାଁ ତହସିଲରେ ଯୋଗ ଦେଲେ ନୂତନ ତହସିଲଦାର

ଓଡ଼ଗାଁ,୨୮।୧୦(ଶ୍ରୀକାନ୍ତ କୁମାର ମିଶ୍ର) : ଦୀର୍ଘଦିନର ପରେ ଓଡ଼ଗାଁ ତହସିଲରେ ନୂତନ ତହସିଲଦାର ଭାବେ ଯୋଗ ଦେଲେ ଡ. ମାନସ ରଞ୍ଜନ ଭୋଇ। ଫଳରେ ତହସିଲଦାର ପଦବୀ ପୁରଣ ନେଇ ଦୀର୍ଘ ଦିନ ଧରି ଲାଗିରହିଥିବା ଅସ୍ଥିରତାର ଅନ୍ତଘଟିଛି । ଡ. ଭୋଇ ଏ‌ଥି ପୂର୍ବରୁ କଟକ ତହସିଲଦାର ଭାବେ କାର୍ଯ୍ୟ…

ମହାବାତ୍ୟାକୁ ଆଜି ପୁରିଲା ୨୪ ବର୍ଷ

ଜଗତସିଂହପୁର,ତା-୨୯.୧୦.୨୦୨୩/ସୁମନ୍ତ କୁମାର ଦାସ: ମହାବାତ୍ୟାକୁ ପୁରିଲା ୨୪ ବର୍ଷ, ଏହି ଦିନ ବିତିଥିଲେ ମଧ୍ୟ କ୍ଷତ କି କ୍ଷତି ଭରିନି ପୁଣି ୧୯୯୯ ଅକ୍ଟୋବର ୨୯ ତାରିଖ ଏହି ଦିନଟିକୁ ଯିଏ ଦେଖିଛି ଆଜି ବି ଭାବିଲେ ଛାତି ଥରି ଉଠୁଛି,ଦେହ ହାତ ଶୀତେଇ ଉଠୁଛି l କେଇ ଘଂଟାରେ ପ୍ରଳୟ ଆଖି ଆଗରେ…