ମଙ୍ଗଳପୁର ପଂଚାୟତରେ ପରିଭ୍ରମଣ କଲା ଶ୍ରୀ ଜଗନ୍ନାଥଙ୍କ ଅର୍ପଣ ରଥ ।
କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ ରଙ୍ଗବେରଙ୍ଗର ମୁରୁଜ ଓ ଝୋଟିଚିତାରେ ସଜେଇ ହୋଇ ରହିଛି ଗାଁ ଦାଣ୍ଡ । ଗୋବରରେ ଲିପାପୋଛା କରି ପୂର୍ଣ୍ଣ କୁମ୍ଭ, ଆମ୍ବଡାଳ ଓ ପଇଡ଼ ବସାଇ ଶ୍ରୀ ଜଗନ୍ନାଥଙ୍କ ‘ଅର୍ପଣ ରଥ’କୁ ଶ୍ରଦ୍ଧା ଓ ସମର୍ପଣର ସହ ଡେରାବିଶରେ ସ୍ୱାଗତ କରୁଛନ୍ତି…