ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ନେଲେ ପ୍ରମୁଖ ଶାସନ ସଚିବ
ବିଭାଗୀୟ ପଦୋନ୍ନତି, ପେନସନ୍ ଓ ଶୃଙ୍ଖଳାଗତ ପ୍ରକ୍ରିୟାକୁ ପ୍ରାଥମିକତା
ଭୁବନେଶ୍ୱର(ଶାସକ ପ୍ରଶାସକ): ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ଥ ସମସ୍ତ ଯୋଜନା ଓ ପ୍ରକଳ୍ପଗୁଡିକ ତ୍ୱରାନ୍ୱିତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ କରିବା ସହ ଠିକ ସମୟରେ ପେନସନ୍ ପ୍ରଦାନ, ପ୍ରମୋସନ୍ ଓ ବିଭାଗୀୟ ଶୃଙ୍ଖଳାଗତ…