ପର୍ଯ୍ୟଟନ ସ୍ଥଳି ଗଣ୍ଡାହାତୀ ଜଳ ପ୍ରପାତ କୁ ପ୍ଲାଷ୍ଟିକ ମୁକ୍ତ କରିବା ଲାଗି ପାରଳାଖେମୁଣ୍ଡି ବନ ବିଭାଗ ଓ ସବୁଜ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରବିବାର ଦିନ ଗଣ୍ଡାହାତୀ ଜଳପ୍ରପାତ ଠାରେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଶ୍ରୀ ଏସ୍. ଆନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ଏକ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଅନୁଷ୍ଠିତ ହୋଇ ଯାଇଛି I ଏଥିରେ ପାରଳାଖେମୁଣ୍ଡି ବନଖଣ୍ଡ ର ସହକାରୀ ବନ ସଂରକ୍ଷକ ଶ୍ରୀ…