ଭାରତରେ ଖୋ ଖୋ ର ପ୍ରଗତିକୁ ସୁଦୃଢ଼ କରୁଛି ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜୁନିଅର ଖୋ ଖୋ ଚାମ୍ପିଅନସିପ ୨୦୨୬

~ଭାରତର ବିଭିନ୍ନ ସ୍ଥାନରୁ ୧୨ଟି ଦଳର ପ୍ରତିନିଧିତ୍ୱ କରୁଥିବା ୧୮୦ ଜଣ ଆଥଲେଟମାନଙ୍କ ଗତି, ଦକ୍ଷତା ଏବଂ ଦଳଗତ ସମନ୍ୱୟର ଚମତ୍କାର ପ୍ରଦର୍ଶନ ~ ପୁରୀ ସେପ୍ଟେମ୍ବର ୧, ୨୦୨୬: ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋ ଖୋ ହାଇ ପରଫର୍ମାନ୍ସ ସେଣ୍ଟର ପକ୍ଷରୁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଏବଂ…

ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା।

ଭୁବନେଶ୍ୱର,୩୧/୮: ଆଜି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ସଞ୍ଜୟ କୁମାର ବିଶ୍ୱାଳ,ଆଇ.ଏ.ଏସ ଙ୍କୁ ଷ୍ଟେଟ ସିନିୟର୍ ଜର୍ଣାଲିଷ୍ଟ ଆସୋସିଏସନ(ଏସ ଜେ ଏ ଓ) ର ଏକ ପ୍ରତିନିଧି ଦଳ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ।ଦେଶର ୧୯ରୁ ଉର୍ଦ୍ଧ ରାଜ୍ୟ ସାମାଜିକ ସହାୟତା ସ୍ୱରୂପ…

“ଏମଏମଡିଆର ସଂଶୋଧନ ଆକ୍ଟ ପ୍ରସଙ୍ଗ : ଓଡ଼ିଶାର କ୍ଷତି ହେବ ନାହିଁ ବୋଲି ବିଜେପିର ଯୁକ୍ତି ଏକ ଡାହା ମିଛ”

"ଏମଏମଡିଆର ସଂଶୋଧନ ଆକ୍ଟ ହେବା ପରେ ଖଣି ଓ ଖଣି ଥିବା ଜମି ଉପରୁ ରାଜ୍ୟ ସରକାରଙ୍କ ଅଧିକାର ସବୁଦିନ ପାଇଁ ଛଡାଇ ନିଆଗଲା । ଏହା ସହିତ ବକେୟା ବାବଦକୁ ପାଇବାକୁ ଏକ ଲକ୍ଷ କୋଟି ଟଙ୍କା ଓ ବାର୍ଷିକ ରାଜସ୍ୱ ସବୁଦିନ ପାଇଁ ହରାଇଲା ।" ବିଜେପି ଓଡ଼ିଶାର ସ୍ୱାର୍ଥ ହାସଲ ପାଇଁ କାର୍ଯ୍ୟ…

ସ୍ୱାୟତ୍ତ ଶାସନ ଦିବସରେ ‘ଡାକ୍ତର ପିସି ଦାସ ସେବା ସମ୍ମାନ’ ପାଇଲେ ବରିଷ୍ଠ ଡାକ୍ତର ଉମେଶ ଚନ୍ଦ୍ର ସାହୁ

କେନ୍ଦୁଝର,ତା୧/୯- କାଲି କେନ୍ଦୁଝର ଅଡ଼ିଟୋରିୟମ ଠାରେ କେନ୍ଦୁଝରଗଡ଼ ନଗରପାଳିକା ପକ୍ଷରୁ ୭୬ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ଦିବସ ପାଳନ ଲାଗି ସ୍ଥାନୀୟ ନଗରପାଳିକା ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇ ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିଲା। ଶେଷରେ କାଲି ସନ୍ଧ୍ୟାରେ ଏକ…

ଏମ୍.ଭି.-୭୯ ଜଳସେଚନ କଲୋନୀ ଖେଳ ପଡ଼ିଆର ମାପଚୁପ ଦାବି, ମିନି ଷ୍ଟାଡିଅମ ନିର୍ମାଣ ପାଇଁ ଉଠିଲା ଦାବି

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍.ଭି.-୭୯ ଇରିଗେସନ କଲୋନୀରେ ଥିବା ଖେଳ ପଡ଼ିଆକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର ଧରିଛି। ଉକ୍ତ ଖେଳ ପଡ଼ିଆର ସରକାରୀ ମାପଚୁପ କରି ସୀମା ନିର୍ଦ୍ଧାରଣ କରିବା ସହ ଏହାକୁ ସୁରକ୍ଷିତ କରିବା…

ଜଗତସିଂହପୁର ରେ ସ୍ୱାୟତ୍ତ ଶାସନ ଦିବସ ୨୦୨୬ ପାଳିତ

ଜଗତସିଂହପୁର,ତା ୩୧।୮।୨୬:ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆ ଠାରେ ଜଗତସିଂହପୁର ପୌର ପରିଷଦ ଆନୁକୂଲ୍ୟ ରେ ସ୍ୱାୟତ୍ତ ଶାସନ ଦିବସ ୨୦୨୬ ପାଳିତ ହୋଇଯାଇଛି। ଏହି ଅବସରରେ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ…

ଓଡ଼ଗାଁ ଏନ୍‌ଏସିକୁ ମିଳିଲା ୨ କୋଟି ଟଙ୍କାର ପୁରସ୍କାର,

ସ୍ୱଚ୍ଛ, ସୁସ୍ଥ, ସବୁଜ ଓ ସୁନ୍ଦର ଓଡ଼ଗାଁ ଗଠନ ଉପରେ ଗୁରୁତ୍ୱ ଜନସଚେତନତା ପାଇଁ ପୁସ୍ତିକା ପ୍ରକାଶନକୁ ବିଧାୟକ ଅରୁଣଙ୍କ ପରାମର୍ଶ, ଓଡ଼ଗାଁ, ୩୧।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)କୁ ୨ କୋଟି ଟଙ୍କାର ପୁରସ୍କାର ମିଳିଛି।…

ଅବସରପ୍ରାପ୍ତ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ପରଲୋକ

ଓଡ଼ଗାଁ,୩୧।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ପଞ୍ଚାୟତ ଅଧୀନ ବାଉଁଶିଆ ଗ୍ରାମର ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋପୀନାଥ ମିଶ୍ରଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ସ୍ୱର୍ଗତ…

ରେଳ ଷ୍ଟେସନରୁ ନିଖୋଜ ୭ ବର୍ଷୀୟା ନାବାଳିକା ଉଦ୍ଧାର, ଅଭିଯୁକ୍ତ ଗିରଫ

କଟକ: କଟକ ରେଳ ଷ୍ଟେସନରୁ ନିଖୋଜ ହୋଇଥିବା ୭ ବର୍ଷୀୟା ନାବାଳିକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି କମିଶନରେଟ୍ ପୋଲିସ। ଏହି ଘଟଣାରେ ଜଣେ ୫୨ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ନିଖୋଜ ଶିଶୁକୁ ଖୋଜିବା ପାଇଁ ପୋଲିସ ପକ୍ଷରୁ ତୁରନ୍ତ ୧୦ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା।…

ଭଞ୍ଜନଗର ସହର ପୈ।ରପରିଷଦ ତରଫରୁ ବର୍ଣ୍ଣାଢ଼୍ୟ ରେ ପାଳିତ ହେଲା ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ : ଚଳିତ ବର୍ଷ ଭଞ୍ଜନଗର ପୈ।ରପାଳିକ ତରଫରୁ ସ୍ୱାୟତ୍ତ ଶାସନ ଦିବସ ୨୦୨୬ ମହା ଆଡ଼ମ୍ବରରେ ଆକର୍ଷଣୀୟ ଭାବରେ ଅନୁଷ୍ଠିତ ହୋଇଅଛି । ଏହି ଅବସରରେ ଭଞ୍ଜନଗର ସହର ପୈ।ରପରିଷଦ ହୋଇଥିବା ହେତୁ ସମସ୍ତ ଜନସାଧାରଣଙ୍କୁ କୃତଜ୍ଞତା ଜ୍ଞାପନ କଲେ…