ଗଜପତି ଜିଲ୍ଲାରେ ୭୦ତମ ସର୍ବ ଭାରତୀୟ ସମବାୟ ସପ୍ତାହ ପାଳିତ : ସମ୍ମାନିତ ହେଲେ ବିଭିନ୍ନ ସଫଳ ଚାଷୀ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାସ୍ତରୀୟ ସମବାୟ ମହୋତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ , ଅତିରିକ୍ତ ଜିଲ୍ଲାପାଳ ଗଜପତି ଯୋଗଦେଇଥିବା ବେଳେ…

ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଙ୍କ ଉଦ୍ୟମ କ୍ରମେ ଚାଷୀ ଏବଂ ଗ୍ରାମବାସୀଙ୍କ ସମସ୍ୟା ଦୂରୀଭୁତ ହେବାକୁ ଯାଉଛି :

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନାଙ୍କୁ କୃତଜ୍ଞତା ଜଣାଇଲେ ମାହାଙ୍ଗା ବ୍ଲକ ଅଞ୍ଚଳବାସୀ l   (ମାହାଙ୍ଗା-ଶାସକ ପ୍ରଶାସକ): ନଦୀକୂଳ ଚାଷୀ ଏବଂ ଗ୍ରାମବାସୀଙ୍କ ଦୀର୍ଘ ଦିନର ସମସ୍ୟା ଏବଂ ଭୟ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ଉଦ୍ୟମ…

ଅସୁରେଶ୍ବର ଗୋମଙ୍ଗଳ ସମିତି ୮୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

 "ଗୋମାତାଙ୍କ କୃପା ମାନବ ସମାଜ ଲାଭ କଲେ ଚତୁବର୍ଗ ଫଳର ଅଧୁକାରୀ ହୋଇ ପୂଣ୍ୟତା ଲାଭ କରେ"  (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ଗୋମାତାଙ୍କ ଶରୀରରେ ତେତିଶ କୋଟି ଦେବାଦେବୀ ବାସ କରନ୍ତି । ସୟଂ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଗୋସେବା କରୁଥିଲେ । ଭାରତୀୟ ସଂସ୍କୃତିରେ ଗୋମାତା ଓ ଗୋ ସଂପଦର…

ଶୀତକାଳୀନ ବିଧାନସଭା ଅଧିବେସନ ପାଇଁ ବିଜେପି ବିଧାୟକ ଦଳ ବୈଠକ

ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଜନବିରୋଧୀ କାର୍ଯ୍ୟ ବିରୁଦ୍ଧରେ ରାଜ୍ୟ ସରକାରଙ୍କୁ ଘେରିବ ବିଜେପି : ମୋହନ ମାଝୀ  ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭୀଚାର, ବ୍ୟାପକ ପିସି କାରବାର, ଆଦିବାସୀ ଜମି ହଡପ୍ ପାଇଁ ଷଡଯନ୍ତ୍ର, ଆଇନଶୃଙ୍ଖଳା, କୃଷି ଓ କୃଷକ ସମସ୍ୟା, ରତ୍ନଭଣ୍ଡାର, ସିଏଜି ରିପୋର୍ଟରେ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପାରଳାଖେମଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଗୋରିବନ୍ଧ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ…

କୁଡୁମୀ ସେନା ପକ୍ଷରୁ ପାଳିତ ହେଲା ଷଷ୍ଠ ବାର୍ଷିକ ବାନ୍ଦନା ପରବ ଭେଟଘାଟ ।

 ସାରସକଣା ରୁ ଦୀପୁ ମହାପାତ୍ର ଙ୍କ ରିପୋର୍ଟ। :: ମୟୁରଭଂଜ ଜିଲ୍ଲା ସାରସକଣା ବ୍ଳକ ବଡଚାଟରା ଧାନଘେରୀ ଠାରେ କୁଡୁମୀ ସମାଜ ର କୁଡ଼ୁମୀ ସେନା ଦ୍ଵାରା ଷଷ୍ଠ ବାର୍ଷିକ ବାନ୍ଦନା ପରବ ଭେଟଘାଟ ପାଳିତ ହୋଇଯାଇଛି। ସୂଚନା ଅନୁସାରେ ସଂସ୍କୃତି ବଞ୍ଚାଅ ଅଭିଯାନ ପରିପେକ୍ଷିରେ ଏହି ବନ୍ଦନା ପରବ…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୩ଟି ସୁଲଭ ବାସଗୃହ ପ୍ରକଳ୍ପ ଲୋକାର୍ପିତ,୧୭୨୨ଟି ଜଣ ହିତାଧିକାରୀ ଘର ପାଇଲେ

ଚନ୍ଦ୍ରଶେଖରପୁର ବୁଦ୍ଧବିହାରରେ ସୁଲଭ ବାସଗୃହ, ସତ୍ୟନଗର ଶାନ୍ତିପଲ୍ଲିରେ ବସ୍ତି ପୂନଃର୍ବିକାଶ ପ୍ରକଳ୍ପ ଓ ସୁବୁଦ୍ଧିପୁରରେ ସୁଲଭ ବାସଗୃହ ପ୍ରକଳ୍ପ ଭୁବନେଶ୍ବର: ଭୁବନେଶ୍ୱରର ବସ୍ତିବାସିନ୍ଦା ଓ ଗରିବ ଲୋକଙ୍କୁ ମିଳିଛି ରହିବା ପାଇଁ ଘର। ଆଶ୍ରୟ ଅଧିକାର। ସମ୍ମାନର ସହ ବଞ୍ଚିବାର ଅଧିକାର।…

ଜିଲ୍ଲା ଦାବି କୁ ଜୋର୍ କଲା ” ଘୁମୁସର ଜିଲ୍ଲା ସଂଗ୍ରାମ ସମିତି”।

https://youtu.be/sEX2MeoilIA ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ଘୁମୁସର ଉପଖଣ୍ଡ ଅନ୍ତର୍ଗତ ୮ଗୋଟି ବ୍ଳକ୍ କୁ ନେଇ ସ୍ବତନ୍ତ୍ର "ଘୁମୁସରଜିଲ୍ଲା" ଘୋଷଣା କରିବାକୁ ଆଜି ନଭେମ୍ବର ୨୦ ତାରିଖ ସୋମବାର ଦିନ ବିରାଟ ରାଲି ରେ " ଘୁମୁସର ସଂଗ୍ରାମ ସମିତି" ଓଡ଼ିଶା ର ମାନ୍ୟବର…

ବେଲଗୁଣ୍ଠାରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ; 96 ପ୍ରକଳ୍ପ ପ୍ରଦର୍ଶିତ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆଜି ତନରଡା ସ୍ଥିତ ଆର୍ଯ୍ୟକନ୍ଯା ଗୁରୁକୂଳରେ ବ୍ଳକ୍ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି I ଏହାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସୋରଡ଼ା ବିଧାୟକ…

ଜିଲ୍ଲା ବିଜ୍ଞାନମେଳା ପ୍ରସ୍ତୁତି ବୈଠକ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଡିସେମ୍ବର ୫ ଏବଂ ୬ତାରିଖରେ ହେବାକୁ ଥିବା ଜିଲ୍ଲା ବିଜ୍ଞାନ ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦ ସୃଜନୀ ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା…