୨୯ତମ ରାଉରକେଲା ପୁସ୍ତକ ମେଳା ଉଦଘାଟିତ
ରାଉରକେଲା, (ବସନ୍ତ କୁମାର ଜେନା): ଆଦର୍ଶ ପାଠାଗାର ଆୟୋଜିତ ୨୯ତମ ପୁସ୍ତକମେଳା ସ୍ଥାନୀୟ ଭଞ୍ଜଭଵନ ଠାରେ ଉଦଘାଟିତ ହୋଇଯାଇଛି। ପାଠାଗାରର କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ରଙ୍କ ସଭାପତିତ୍ବରେ ଓ ରଶ୍ମିତା ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ଇଂ ଯତୀନ୍ଦ୍ର…