ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ.
ପାପଡାହାଣ୍ଡି ୨୨/୦୨/୨୪. ଅଶୋକ ସାହୁ, ଶାସକ ପ୍ରଶାସକ.: ପାପଡାହାଣ୍ଡି ବ୍ଳକ ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ସଦର ମହକୁମା ର ଆଶ୍ରମ ବିଦ୍ୟାଳୟ ଚନ୍ଦ୍ରପୁର ରେ ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି ପ୍ରଧାନ ଶିକ୍ଷକ ଦଶରଥ ଜାନୀ, ଶିବିର ର ଗାଇଡ ଶିକ୍ଷକ…