ଟିପିଏସ୍ଓଡିଏଲକୁ ମିଳିଲା ‘ବେଷ୍ଟ୍ ସିଏସ୍ଆର୍ ପ୍ରୋଜେକ୍ଟ୍ ଅଫ୍ ଦି ଇୟର’ ଆୱାର୍ଡ
ବ୍ରହ୍ମପୁର: ଟିପିଏସ୍ଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍)କୁ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ କ୍ଷେତ୍ରରେ 'ବେଷ୍ଟ୍ ସିଏସ୍ଆର୍ ପ୍ରୋଜେକ୍ଟ ଅଫ୍ ଦି ଇୟର ଆୱାର୍ଡ' ମିଳିଛି । ପ୍ରୋଜେକ୍ଟ ‘ସକ୍ଷମ’ ଅଧିନରେ ଜୀବିକା ପ୍ରୋତ୍ସାହନ କାର୍ଯ୍ୟକ୍ରମର ସଫଳ ପରିଚାଳନା…