ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ସଚେତନତା ରଥ ପରିକ୍ରମା

ଜଗତସିଂହପୁର,ତା-୦୧.୦୧.୨୦୨୪/ସୁମନ୍ତ କୁମାର ଦାସ: ଜିଲ୍ଲା ସ୍ତରରେ ଜାନୁଆରୀ ୧ ତାରିଖରୁ ଜାନୁଆରୀ ୭ ତାରିଖ ପର୍ଯ୍ଯନ୍ତ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଏଲ୍.ଇ.ଡି.ସ୍କ୍ରିନ୍ ଥିବା ସଚେତନତା ରଥକୁ ଆଜି ଜିଲ୍ଲପାଳ ଶ୍ରୀମତୀ ପାରୁଲ ପଟ୍ଟାୱରି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।…

ତିର୍ତ୍ତୋଲ ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର

ଜଗତସିଂହପୁର,ତା-୦୧.୦୧.୨୦୨୪/ସୁମନ୍ତ କୁମାର ଦାସ:  ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ତିର୍ତ୍ତୋଲ ବ୍ଲକ୍ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ,ଭା.ପ୍ର.ସେ .…

ସୁରଟ୍ ରେ ଦୁର୍ଘଟଣାରେ ପ୍ରାଣ ହରାଇଲେ ଦୁଇ ଓଡ଼ିଆ ଦାଦନ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଦିନକୁ ଦିନ ବଳି ପଡୁଛି ଓଡ଼ିଆ ଦାଦନଙ୍କ ସମସ୍ୟା I ପ୍ରତିଦିନ କେହି ନା କେହି ଓଡ଼ିଆ ଦାଦନ କୌଣସି କାରଣରୁ ମଧ୍ୟ ମୃତ୍ୟୁ ବରଣ କରୁ୍ଥିବା ଖବର ଶୁଣିବାକୁ ମିଳୁଛି I ଏହି ଭଳି ଦୁଇ ଦାଦନ ଟଳି ପଡିଛନ୍ତି ମୋଟରସାଇକେଲ୍ ଦୁର୍ଘଟଣାରେ I ସୂଚନା ପ୍ରକାରେ…

ଯୁବକଙ୍କୁ ଅପହରଣ କରି ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ l

ବାଣପୁର (ସେକ କୌସର ): ବାଣପୁର ଥାନା ଅନ୍ତର୍ଗତ ଖଣନ୍ତ ଗ୍ରାମର ଜଣେ ଯୁବକଙ୍କୁ ଆଜି ଅପରାହ୍ନରେ ମଟରସାଇକେଲ ସହ ଅପହରଣ କରି ୬ଜଣ ଯୁବକ ମରଣାନ୍ତକ ଆକ୍ରମଣ କରିଛନ୍ତି। ସୂଚନା ମୁତାବକ ଖଣନ୍ତ ଗ୍ରାମର ନୀଳାଞ୍ଚଳ ପରିଡା ନାମକ ଜଣେ ଯୁବକଙ୍କ ଘରକୁ ଆସି କିଛି ଦୁର୍ବୃତ୍ତ ଗାଳି ଗୁଲଜ ସହ ଜୀବନରୁ…

‘ଖୁଂଟ’ ଓ ‘ଷ୍ଟେସନ’ ଗଣିଦେଲେ ମେଟ୍ରୋ ହୁଏ ନାହିଁ : ଦିଲୀପ ମଲ୍ଲିକ

‘ମେଟ୍ରୋ ପ୍ରକଳ୍ପ’ - ବିଜେଡିର ନିର୍ବାଚନୀ ଥୋପ  ନିଜର ଅପାରଗତା  ଲୁଚାଇବା ଉଦ୍ଦେଶ୍ୟରେ ଶାସକ ବିଜେଡି ଭବ୍ୟ ଆୟୋଜନ କରିଛି  “ମହା ଆଡମ୍ବରେ ଲଘୁ କ୍ରିୟା” ସଦୃଶ ହୋଇ ରହି ଯିବ ନାହିଁ ତ ?  ଭୁବନେଶ୍ୱରର ଅଳିଆ ସଫା କରିପାରୁନଥିବା ସରକାର ମେଟ୍ରୋ କରିବା କହିବା…

ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦକୁ ଓଡ଼ିଶାର ଦ୍ଵିତୀୟ ସର୍ବାଧିକ ସଂଗ୍ରହ

 ୨୦୨୩ ମସିହା ଡିସେମ୍ବର ମାସରେ ୨୫୭୮.୦୫ କୋଟି ଟଙ୍କା ଆଦାୟ ଭୁବନେଶ୍ୱର: ୨୦୨୩ ମସିହା ଡିସେମ୍ବର ମାସରେ ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ବାବଦକୁ ଓଡ଼ିଶା ଦ୍ଵିତୀୟ ସର୍ବାଧ‌ିକ ସଂଗ୍ରହ ହାସଲ କରିବା ସହ ୨୫୭୮.୦୫ କୋଟି ଟଙ୍କା ଆଦାୟ କରିଛି । ୨୦୨୨ ମସିହା ଡିସେମ୍ବର ମାସରେ ଏହି ସଂଗ୍ରହ…

ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ l

ରାୟଗଡ : ୧/୦୧- ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲା ପରିଷଦ ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସ୍ୱଧାଦେଵ ସିଂଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ଚନ୍ଦ୍ର ରଇତଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ଏହି…

ସଡକ ସୁରକ୍ଷା ସଚେତନତା ରଥ ଶୁଭରମ୍ଭ l

ରାୟଗଡ:-୧/୦୧- ସଡକ ସୁରକ୍ଷା ସପ୍ତାହ ୨୦୨୪ ଆଜି ଠାରୁ ସାତ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ l ଏହି ଅବସରରେ ଜିଲ୍ଲାରେ ସଡକ ସୁରକ୍ଷା ସଚେତନତା ସପ୍ତାହ ପାଳନ ପାଇଁ ଜିଲ୍ଲା ପ୍ରଶାସନ ତଥା ଆଞ୍ଚଳିକ ପରିବହନ ସଂସ୍ଥା ରାୟଗଡା ତରଫରୁ ସପ୍ତାହ ବ୍ୟାପୀ ଅନୁଷ୍ଠିତ ବିଭିନ୍ନ ସଚେତନତା…

ସଡ଼କ ସୁରକ୍ଷା ସପ୍ତାହ ଉପଲକ୍ଷେ ଗଜପତି ଜିଲ୍ଲାରେ ସଚେତନତା ରଥର ଶୁଭାରମ୍ଭ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାନୁୟାରୀ ୦୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସଚେତନତା ସପ୍ତାହ ପାଳିତ ହେଉଛି। ଆଜି (ସୋମବାର ଦିନ) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଡ଼କ ସୁରକ୍ଷା ସଚେତନତା ରଥକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ସବୁଜ…

ମାହାଙ୍ଗା କ୍ରିକେଟ ପ୍ରିମିୟର ଲିଗ୍ ଜନସମୁଦ୍ର ମଧ୍ୟରେ ଉଦଯାପିତ

 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସହଯୋଗରେ ଏକ ଅଭିନବ ଷ୍ଟାଡିୟମ ପାଇଁ 50 ଲକ୍ଷ ଟଙ୍କା ଯୋଗାଇ ଦିଆଯିବ- ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ l (ମାହାଙ୍ଗା -ଶାସକ ପ୍ରଶାସକ): ଏକ ବର୍ଣ୍ଣାଢ୍ୟ ଖଚ୍ଚାଖଚ୍ଚ ଜନସମୁଦ୍ର ମଧ୍ୟରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ସାହାପୁର ବାଲିପଡିଆ ଠାରେ…