“ଅଂଶିତ”ର ଶୁଭ ଅନ୍ନପ୍ରସନ୍ନ ଅବସରରେ ରକ୍ତଦାନ ଶିବିର
ବିଜେପୁର : ବିଜେପୁର ବ୍ଲକ୍ ଅନ୍ତର୍ଗତ ଖରମୁଣ୍ଡା ଠାରେ ଖରମୁଣ୍ଡା ପଞ୍ଚାୟତ ର ସରପଞ୍ଚ ମନୋଜ ପଧାନଙ୍କ ପୁତ୍ର ଅଂଶିତ୍ ର ଶୁଭ ଅନ୍ନପ୍ରସନ୍ନ ଅବସରରେ ବରଗଡ ର ସ୍ବେଛାସେବୀ ଅନୁଷ୍ଠାନ "ନିଷ୍ଠା ପରିବାର" ସହଯୋଗରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ପରିଷଦ…