ବାଲୁଗାଁ ରେଳ ଷ୍ଟେସନରେ ଅପରିଚିତ ବ୍ୟକ୍ତିଙ୍କ ପ୍ରାଣହାନୀ: ଜିଆରପି ର ତଦନ୍ତ ଜାରି

ବାଲୁଗାଁ (ସେକ କୌସର ): ଖୋର୍ଦ୍ଧା ରେଳଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ୩ ନମ୍ବର ପ୍ଲାଟଫର୍ମରେ ଟ୍ରେନ ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ ଆଜି ଭୋର ସମୟରେ ଏହି ଅଘଟଣ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ପ୍ଲାଟଫର୍ମରେ ଓହ୍ଲାଉଥିବା ବେଳେ…

କୁଟୁରାଚୁଆଁ ଉଚ୍ଚତର ବିଦ୍ୟାଳୟ ରେ ଜାତୀୟ ଯୁବ ଦିବସ ଓ ନୂଆଁ ଓ ଓଡିଆ ସାହିତ୍ୟ ପ୍ରତିଯୋଗିତା ଉଦଘାଟନ

କୁଚିଣ୍ଡା/ଜମନକିରା ୧୨ /୧ : କୁଚିଣ୍ଡା ଉପଖଣ୍ଡ ଅନର୍ଗତ କୁଟୁରାଚୁଆଁ ଉଚ୍ଚତର ବିଦ୍ୟାଳୟ ରେ ଅଧ୍ୟକ୍ଷ ନିଳାଞ୍ଚଳ ତିଓ୍ୟାରୀ ଙ୍କ ସଭାପତିତ୍ବ ରେ  ଶୁକ୍ରବାର ସମ୍ବଲପୁର ନେହେରୁ ଯୁବ କେନ୍ଦ୍ର ଓ ବିଦ୍ୟାଳୟ ର ଯୁବ ରେଡକ୍ରସ ପକ୍ଷରୁ ଜାତୀୟ ଯୁବ ଦିବସ ତଥା ନୂଆଁ ଓ ଓଡିଆ ସାହିତ୍ୟ…

ପ୍ରଶାନ୍ତ ସେଠୀ ଙ୍କ ଜନନୀ ସମ୍ପର୍କ ଅଭିଯାନ

ରାଉରକେଲା,(ବସନ୍ତ କୁମାର ଜେନା): ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ଆଜି ଜନନୀ ସମ୍ପର୍କ ଅଭିଯାନ ରେ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ଫର୍ଟିଲାଇଜ଼ର ର ଲକ୍ଷ୍ମୀ ମାର୍କେଟ ଅଞ୍ଚଳ ପରିଦର୍ଶନ କରି ମା ଭଉଣୀ ମାନଙ୍କ ସହିତ ବସି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ଏବଂ ଭଲ ମନ୍ଦ…

ମକର ସଂକ୍ରାନ୍ତି ଓ ବ୍ୟାସକବିଙ୍କ ଜୟନ୍ତୀ ପାଳନ

ରାଉରକେଲା,(ବସନ୍ତ କୁମାର ଜେନା): ସେକ୍ଟର ୧୭ସ୍ଥିତ ବରିଷ୍ଠ ନାଗରିକ ସଂଘ, ଉତ୍ତର ଓଡ଼ିଶା ସାଂସ୍କୃତିକ ପରିଷଦ ଓ ସୋସିଆଲ ସୋସାଇଟି , ରାଉରକେଲା ର ମିଳିତ ଆନୁକୂଲ୍ୟରେ ସେକ୍ଟର ୧୭ ସି ବ୍ଲକ ପଡ଼ିଆ ଠାରେ ପ୍ରଥମ ମକର ସଂକ୍ରାନ୍ତି ଓ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ମହାସମାରୋହରେ…

ଜଗଦା ମାନବ ସେବା ପ୍ରତିଷ୍ଠାନ ରେ ମକର ସଂକ୍ରାନ୍ତି ପାଳନ କଲେ ହ୍ୟୁମାନିଟି ଫାଉଣ୍ଡେସନ ର ସଦସ୍ୟ ବୃନ୍ଦ

ରାଉରକେଲା,(ବସନ୍ତ କୁମାର ଜେନା): ସାମାଜିକ ଅନୁଷ୍ଠାନ ଦି ହୁମାନିଟି ଫାଉଣ୍ଡେସନ ତରଫ ରୁ ଜଗଦା ସ୍ଥିତ ମାନବ ସେବା ପ୍ରତିଷ୍ଠାନର ଅନ୍ତେବାସୀ ଙ୍କ ସହ ମକର ସଂକ୍ରାନ୍ତି ପାଳନ କରିଥିଲେ । ଫାଉଣ୍ଡେସନର ସଦସ୍ୟ ମାନେ ଉକ୍ତ ଆଶ୍ରମ ରେ ଅନ୍ତେବାସୀମାନଙ୍କୁ ଦିଆଯାଉଥିବା ଶିକ୍ଷା ବ୍ୟବସ୍ଥା ଓ…

କଳିଙ୍ଗ କଳା ପରିଷଦ ଆୟୋଜିତ ଷୋହଳ ତମ ଆନ୍ତଃ ବିଦ୍ୟାଳୟ

ବହୁଭାଷୀ ଲଘୁ ନାଟକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା  ରାଉରକେଲା, (ବସନ୍ତ କୁମାର ଜେନା): କଳିଙ୍ଗ କଳା ପରିଷଦ ଏବଂ ରାଉରକେଲା ଇସ୍ପାତ କାରଖାନାର ସହଯୋଗରେ ୧୬ତମ ବହୁଭାଷୀ ଲଘୁ ନାଟକ ମହୋତ୍ସବ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ଆଜି ତିନୋଟି ନାଟକ ମଞ୍ଚସ୍ଥ ହୋଇଥିଲା। ଅନୁଷ୍ଠାନର ଉପଦେଷ୍ଟା…

ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଶୁଭ ଉଦଘାଟନ ଅବସରରେ ମଞ୍ଚସ୍ଥ ହେବ ନାଟକ ‘ପତିତପାବନ ବନା ଆଉ କେତେ…

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଶୁଭ ଉଦଘାଟନ ଅବସରରେ ନୟାଗଡ଼ ବୋଇତ ବନ୍ଦାଣ ମଞ୍ଚରେ ଆଜି ସନ୍ଧ୍ୟାରେ ମଞ୍ଚସ୍ଥ ହେବ ନାଟକ 'ପତିତପାବନ ବନା ଆଉ କେତେ ବେଳକୁ' । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ନୟାଗଡ଼ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ…

ଭିନ୍ନକ୍ଷମ ଙ୍କ ପାଇଁ ଗୋଷ୍ଠୀ ଭିତ୍ତିକ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା,(ବସନ୍ତ କୁମାର ଜେନା): ଭିନ୍ନକ୍ଷମ ଙ୍କ ପାଇଁ ସମର୍ପିତ ରାଉରକେଲା ର ଅଗ୍ରଣୀ ଅନୁଷ୍ଠାନ ଶ୍ରଦ୍ଧା ଆନୁକୁଲ୍ୟରେ ଓ ଟାଟା ପାୱାର ପଶ୍ଚିମାଞ୍ଚଳ ଶାଖା ର ସହାୟତା ରେ ବିଶ୍ରା ବ୍ଳକ ଅନ୍ତର୍ଗତ ଚାରୋଟି ପଞ୍ଚାୟତ ଝିରପାଣି, ଜାମସେରା, ବିଶ୍ରା ଓ ବନ୍ଧମୁଣ୍ଡା ପଞ୍ଚାୟତ ରେ ଭିନ୍ନକ୍ଷମ…

ଗୁଣପୁର ଉପଖଣ୍ଡ ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ତା 16,01,2024 ରିଖ ଦିନ ଉପ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ରାୟଗଡ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ସ୍ୱଧାଦେବ ସିଂ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ ଲଳିତ କୁମାର କହଁର ମୋଟ 33ଟି ଅଭିଯୋଗ ଗ୍ରହଣ…

ଇଭିଏମ, ଭିଭିପ୍ୟାଟ ସଚେତନ ରଥର ଶୁଭାରମ୍ଭ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:16-01-2024ରିଖ ଦିନ ଗୁଣପୁର ଉପ ଜିଲ୍ଲାପାଳ ତଥା ନିର୍ବାଚକ ଅଧିକାରୀ ଲଳିତ କୁମାର କହଁରଙ୍କ ଦ୍ୱାରା ଇଭିଏମ, ଭିଭିପ୍ୟାଟ ସଚେତନ ରଥର ଶୁଭାରମ୍ଭ କରାଯାଇଥିଲା । ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ନିର୍ଦ୍ଦେଶକ୍ରମେ, ରାୟଗଡ ଜିଲ୍ଲାପାଳ ସ୍ୱଧାଦେଵ…