ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ଜନସାଧାରଣଙ୍କ ଉଦେଶ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟିତ

https://youtu.be/Tox4_2qz8S4 ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ନିର୍ଦେଶ କ୍ରମେ ମାହାଙ୍ଗା ବ୍ଲକ 4ଟି ଜୋନରେ ଆଡ଼ମ୍ବର ସହିତ ଉତ୍ସବ ପାଳିତ (ମାହାଙ୍ଗା-ଶାସକ ପ୍ରଶାସକ ): ବୁଧବାର ଦିନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ…

‘ବିଗ୍ ସ୍ପ୍ରିଙ୍ଗ’ ସହିତ ଫ୍ୟାବ୍ ଇଣ୍ଡିଆର ବସନ୍ତ ଋତୁକୁ ସ୍ୱାଗତ

ନୂଆଦିଲ୍ଲୀ :ଋତୁ ବଦଳିବା ସହିତ, ଫ୍ୟାବ୍ ଇଣ୍ଡିଆ ଫ୍ୟାଶନ ଏବଂ ଲାଇଫ ଷ୍ଟାଇଲ ଉତ୍ସାହୀମାନଙ୍କୁ “ବିଗ୍ ସ୍ପ୍ରିଙ୍ଗ” ସହିତ ଷ୍ଟାଇଲ, କାରିଗରୀ ଏବଂ ସ୍ଥିରତାର ଉତ୍ସବରେ ନିଜକୁ ଜଡିତ କରିବାକୁ ଆମନ୍ତ୍ରଣ କରୁଛି | ଏହା ଏକ ଉତ୍ସବ ଯେଉଁଠାରେ ଫ୍ୟାଶନ୍ ପାରମ୍ପାରିକ ହସ୍ତତନ୍ତ ଏବଂ ଗୁଣବତ୍ତା…

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ହାଫ୍ ମାରାଥନ୍କୁ ଆନ୍ତର୍ଜାତିକ ମାନ୍ୟତା

ଆସୋସିଏସନ ଅଫ ଇଂଟରନ୍ୟାସନାଲ୍ ମାରାଥନ୍ସ ଆଣ୍ଡ୍ ଡିଷ୍ଟାନ୍ସ ରେସେସର ପ୍ରତିନିଧିଙ୍କ ଦ୍ୱାର ଦୌଡ଼ ରୁଟର ଅନୁଶୀଳନ ଢେଙ୍କାନାଳ, ଜାନୁଆରୀ ୧୭, ୨୦୨୪: ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗରେ ଆୟୋଜିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ହାଫ୍ ମାରାଥନ୍କୁ ଆସୋସିଏସନ ଅଫଇଂଟରନ୍ୟାସନାଲ୍ ମାରାଥନ୍ସ…

ଶିଶୁଗୃହକୁ ଅଚାନକ ପରିଦର୍ଶନ କଲେ ଅତରିକ୍ତ ଜିଲ୍ଲା ପୋଲିସ ଅଧିକ୍ଷକ

ଇନ୍ଦ୍ରାବତୀ,୧୬ ୦୧ଅଶୋକ ସାହୁ, ଶାସକ ପ୍ରଶାସକ.ନବରଙ୍ଗପୁରର ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ାରେ ଥିବା ଆ.ଗା.ପି ଶିଶୁଗୃହକୁ ଅଚାନକ ଗସ୍ତ କରିଛନ୍ତି ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଅଧିକ୍ଷକ ଶ୍ରୀ ପୁରୁଷୋତ୍ତମ ଭୋଇ । ସେଠାରେ ପହଞ୍ଚିବା ପରେ ସ୍ଵଚ୍ଛତା ବୁଲି ଦେଖ‌ିବା ସହ ଛାତ୍ରାବାସରେ…

ପୁସ୍ତକ ମେଳାର ତୃତୀୟ ସଂଧ୍ୟା

ଜଗତସିଂହପୁର,ତା-୧୭.୦୧.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଜଗତସିଂହପୁର ପୁସ୍ତକ ମେଳାର ରୌପ୍ୟ ଜୟନ୍ତୀ ସମାରୋହର ଆଜି ଥିଲା ତୃତୀୟ ସଂଧ୍ୟା । ଏହି ଅବସରରେ ଆୟୋଜିତ ସଭାରେ ଜଗତସିଂହପୁର ସାଂସ୍କୃତିକ ପରିଷଦର ଉପାଧ୍ୟକ୍ଷ ଗଣେଶ୍ୱର…

ଝାରବନ୍ଧ ଠାରେ ବ୍ରାହ୍ମଣ ସମାଜ ର ବୈଠକ

ଝାରବନ୍ଧ /  ମନୋହର ଦାଶ- ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ସ୍ତରୀୟ ବ୍ରାହ୍ମଣ ସମାଜ ର ଏକ ବୈଠକ ସଭାପତି ଝସକେତନ ନନ୍ଦ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି l ଏହି ସଭା ରେ ପାଇକମାଲ ବ୍ଲକ ବ୍ରାହ୍ମଣ ସମାଜ ର ସମ୍ପାଦକ ସତନାରାୟଣ ଯୋଶୀ, ପଣ୍ଡିତ ଦେବରାଜ ପଣ୍ଡା, ରାଧେଶ୍ୟାମ ପଣ୍ଡା…

ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ର ଲୋକାର୍ପଣ ଉତ୍ସବ ଉପଲକ୍ଷେ ଜଗତସିଂହପୁର ଠାରେ ପରିବେଷଣ ହେଲା ନାଟକ…

ଜଗତସିଂହପୁର,ତା-୧୭.୦୧.୨୦୨୪/ସୁମନ୍ତ କୁମାର ଦାସ:  ଆଜି ସନ୍ଧ୍ୟା ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆର ପୁସ୍ତକ ମେଳା ମଞ୍ଚରେ ,ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ର ଶୁଭ ଉଦଘାଟନ ଉପଲକ୍ଷେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ଯରେ…

ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଶୁଭ ଉଦଘାଟନ ଅବସରରେ ମଞ୍ଚସ୍ଥ ହେଲା ନାଟକ ‘ପତିତପାବନ ବାନା ଆଉ କେତେ…

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଶୁଭ ଉଦଘାଟନ ଅବସରରେ ନୟାଗଡ଼ ବୋଇତ ବନ୍ଦାଣ ମଞ୍ଚରେ ନାଟକ 'ପତିତପାବନ ବାନା ଆଉ କେତେ ବେଳକୁ' ମଞ୍ଚସ୍ଥ ହୋଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ନୟାଗଡ଼ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ…

ପାରିବାରିକ କଳହରୁ ମହିଳାଙ୍କ ଆତ୍ମହତ୍ୟା

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗୀ ପଂଚାୟତ ସିଆରିମାଳ ଗ୍ରାମର ଜଣେ ମହିଳା ବେକରେ ଚାଦର ଲଗାଇ ନିଜ ବାପା ଘର ଡେଙ୍ଗାପଦର ଗ୍ରାମରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି I ଆତ୍ମହତ୍ୟା କରିଥିବା ମହିଳା ଜଣଙ୍କ ହେଉଛନ୍ତି ସିଆରିମାଳ ଗ୍ରାମର ମନୋଜ ନାଇକଙ୍କ…

ତୈଳିକ ବୈଶ୍ୟ ସାହୁ ସମାଜ ପଦ୍ମପୁର ବ୍ଲକ୍ ର କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟିକା l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଗାଇସିଲେଟ ରାସ୍ତା ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପାଖରେ ବ୍ଲକ୍ ତୈଳିକ ବୈଶ୍ୟ ସାହୁ ସମାଜର ଏକ କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ ମୁଖ୍ୟ ଅତିଥି ସ୍ଥାନୀୟ ବିଧାୟିକା ବର୍ଷା ସିଂ ବରିହାଙ୍କ କରକମଳରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ…