ମୋଟ ଜିଏସଟି କ୍ଷେତ୍ରରେ ଓଡ଼ିଶାର ୫୧୦୯.୩୩ କୋଟି ଟଙ୍କା ସଂଗ୍ରହ, ଏ ଯାବତ ଦ୍ଵିତୀୟ ସର୍ବାଧିକ

ଭୁବନେଶ୍ୱର : ୨୦୨୪ ମସିହା ମାର୍ଚ୍ଚ ମାସରେ ମୋଟ ଜିଏସଟି (କେନ୍ଦ୍ରୀୟ ଜିଏସଟି + ସମନ୍ବିତ ଜିଏସଟି + ରାଜ୍ୟ ଜିଏସଟି + ଅତିରିକ୍ତ ଟିକସ) କ୍ଷେତ୍ରରେ ଓଡ଼ିଶା ୫୧୦୯.୩୩ କୋଟି ଟଙ୍କା ସଂଗ୍ରହ କରିଛି, ଯାହା କି ଏ ଯାବତ ଦ୍ବିତୀୟ ସର୍ବାଧିକ ସଂଗ୍ରହ । ୨୦୨୩ ମସିହା ମାର୍ଚ୍ଚ ମାସରେ ଏହି…

ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ଏପ୍ରିଲ ୩ରୁ “ପଖାଳ ଉତ୍ସବ” ଆରମ୍ଭ

ଭୁବନେଶ୍ୱର, ୧ ଏପ୍ରିଲ : ଓଡିଶାର ପାରମ୍ପରିକ ଖାଦ୍ୟ ‘ପଖାଳ’ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ବେଶ ଆଦୃତ ଓ ପ୍ରିୟ ଖାଦ୍ୟ । ଯଦିଓ ଖରାଦିନେ ଏହା ଖାଇବାକୁ ବେଶି ଭଲ ଲାଗେ ତେବେ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ବର୍ଷକ ବାର ମାସ ଲୋକମାନେ ପଖାଳ ଖାଇବାକୁ ଭଲ ପାଇଥାନ୍ତି । ପ୍ରତ୍ୟେକ ଓଡ଼ିଆଙ୍କର ଏହି ପସନ୍ଦର…

ଓଡ଼ିଶା ଦିବସ ସମ୍ପର୍କିତ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ୱର, ୦୧.୦୪.୨୦୨୪- ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଦିବସ ସମ୍ପର୍କିତ ଫଟୋ ଚିତ୍ର ପ୍ରଦର୍ଶନୀ ସ୍ଥାନୀୟ ଜୟଦେବ ଭବନ ପ୍ରଦର୍ଶନୀ କକ୍ଷରେ ଉଦଘାଟିତ ହୋଇଯାଇଛି I ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ…

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଓଡ଼ିଶା ଦିବସ ପାଳିତ

ଭୁବନେଶ୍ୱର,୦୧/୦୪/୨୦୨୪:ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ କାର୍ଯ୍ୟାଳୟରେ ଓଡ଼ିଶା ଦିବସ ପାଳିତ ହୋଇଯାଇଛିା ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲୋ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ…

୧୪୭ ବିଧାନସଭା ଛାଡନ୍ତୁ ୮୦ ଆସନ ପାଇଁ ମଧ୍ୟ ପ୍ରାର୍ଥୀ ପାଉନାହିଁ ଓଡିଶା ବିଜେପି: ବିଜେଡି

ଓଡିଶା ବିଜେପିର ଏହି ସ୍ଥିତି ଦେଖ୍ ଓଡିଶାବାସୀ ହସିବା ଆରମ୍ଭ କଲେଣି ଭୁବନେଶ୍ୱର, ୦୧/୦୪/୨୦୨୪: ବିଜୁ ଜନତା ଦଳ ପକ୍ଷରୁ ଯାହା କହି ଆସୁଛୁ ତାହା ସତ୍ୟ ବୋଲି ପ୍ରମାଣିତ ହେଉଛି । ଓଡିଶା ବିଜେପି ପାଖରେ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଛାଡନ୍ତୁ, ୮୦ ଆସନ ପାଇଁ ମଧ୍ୟ…

ହାଇଡ୍ରୋସିଲ ଅପରେସନ କରିବାକୁ ଯାଇ ଡାକ୍ତର ଖାନାରୁ ଚମ୍ପଟ କଏଦୀ

* ଭସ୍ମା ଥାନା ଅଞ୍ଚଳରେ ହତ୍ୟା ମାମଲାରେ ସଜା କାଟୁଥିବା ବିଚାରଧୀନ କଏଦୀ ଅର୍ଜୁନ ମୁଣ୍ଡା ଫେରାର * ହାଇଡ୍ରୋସିଲ ଅପରେସନ ପାଇଁ ସୁନ୍ଦରଗଡ ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି ହୋଇଥିଲେ କଏଦୀ ଅର୍ଜୁନ ମୁଣ୍ଡା *ଜେଲ କତୃପକ୍ଷଙ୍କ ପକ୍ଷରୁ ଟାଉନ ଥାନାରେ ଅଭିଯୋଗ, ପୋଲିସ ବିଭାଗ…

ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ଅଙ୍ଗନବାଡି କେନ୍ଦ୍ର ହେଲା ସକାଳୁଆ

ଭୁବନେଶ୍ୱର: ଚଳିତ ବର୍ଷ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ଅଙ୍ଗନବାଡି କେନ୍ଦ୍ରର କାର୍ଯ୍ୟ ସମୟକୁ ପରିବର୍ତ୍ତନ କରାଯାଇଛିା ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ନିମନ୍ତେ ଅଙ୍ଗନବାଡି କେନ୍ଦ୍ରର କାର୍ଯ୍ୟସମୟକୁ ସକାଳ ୭ଟା ରୁ ୧୧.୩୦ ଯାଏ ଧାର୍ଯ୍ୟ କରାଯାଇଛିା ଏନେଇ ମହିଳା ଶିଶୁ…

ଅନାଥ ଯୁବକଙ୍କ ବାହାଘର କରାଇଲେ ଗ୍ରାମବାସୀ।

କଲ୍ୟାଣସିଂହପୁର/ମାଲେଶ କୌଶଲ୍ୟା :ଅନାଥ ଯୁବକଙ୍କ ବାହାଘର କରାଇଲେ ଗ୍ରାମବାସୀ | ଏହିପରି କଥା ନଜରକୁ ଆସିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ର ସୁନାଖଣ୍ଡି ପଞ୍ଚାୟତର ବାରିଆ ପଡ଼ା ଗାଁ ରେ। ବାପା ମା ଛେଉଣ୍ଡ ଅନାଥ ଯୁବକ ଙ୍କୁ ଆଜି ନିଜ ପରମ୍ପରା ରିଥି ନୀତି ନିୟମ ଅନୁଯାୟୀ ପୂଜା…

ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନେତୃତ୍ବରେ ଲୋକସଭା ବିଜେଡ଼ି ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କୁ ବିଶାଳ ସ୍ବାଗତ…

https://youtu.be/kL5xRzpw3BQ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜାଶଧାରାକୁ ତ୍ବରାନ୍ବିତ କରିବା ପାଇଁ ସହଯୋଗ କରିବାକୁ ଆହ୍ବାନ l (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ) କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀର ନୂତନ ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ମାହାଙ୍ଗା…