ତିନି ରାଜ୍ୟ ସୀମାନ୍ତ ଜାମଶୋଳା ରେ ଚୋରାବାଲି ଚାଲାଣ ହେଉଥିବା ବେଳେ ମାଡ଼ି ବସିଲା ଝାରପୋଖରିଆ ପୋଲିସ।।।।।
ସାରସକଣା ::( ଶାସକ ପ୍ରଶାସକ) ମୟୁରଭଂଜ ଜିଲ୍ଲା ସାରସକଣା ବ୍ଲକ ତିନି ରାଜ୍ୟ ସୀମାନ୍ତ ଜାମଶୋଳା ନିକଟରୁ ଗୋଟିଏ ବେନିୟମ ବାଲି ବୋଝେଇ ଟ୍ରାକ୍ଟର କୁ ଜବତ କଲା ଝାରପୋଖରିଆ ପୋଲିସ । ସୂଚନା ମୁତାବକ ଝାରପୋଖରିଆ ପୋଲିସ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ବାଲି ଘାଟ ଗୁଡ଼ିକରୁ ଚୋରା ବାଲି…