ପୁଣି ପ୍ରତିଶ୍ରୁତି ପାଳନ କଲେ ରେଳମନ୍ତ୍ରୀ: ଝାରସୁଗୁଡ଼ା ଡାକଘରକୁ ମିଳିଲା ନୂଆ ମେକଓଭର ।

 ଝାରସୁଗୁଡ଼ା  : ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ୧୮୮୨ ମସିହାରେ ନିର୍ମିତ ଏକ ଐତିହାସିକ ରତ୍ନ ଝାରସୁଗୁଡ଼ା ଡାକଘରର ନବୀକରଣ ପାଇଁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି । ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ଦ୍ଵାରା…

ସର୍ବୋଦୟ ସାମାଜିକ କେନ୍ଦ୍ର ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ।

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-କଳା ସଂସ୍କୃତିର ସହର ବେଲଗୁଣ୍ଠାର ସର୍ବପୁରାତନ କ୍ଳବ ତଥା ପୁନଃ ସଙ୍ଗଠିତ ସର୍ବୋଦୟ ସାମାଜିକ କେନ୍ଦ୍ର ତରଫରୁ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି ।କ୍ଳବ ସଭାପତି ତଥା…

ବାଇକ୍ ଦୁର୍ଘଟଣାରେ ଯୁବକ ମୃତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୮/୦୧/୨୪ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଅର୍ଚ୍ଚିତଗୁଡା ଗ୍ରାମ ରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଉମରକୋଟ ଥାନା ତାରାଯୋଡ଼ି ଗ୍ରାମ ର ସଦନ ସାନ୍ତା (୩୫) ବୋଲି ଜଣା ପଡିଛି।ଏ ନେଇ ମୃତକଙ୍କ…

କିଟ୍ ଓ କିସ୍ ପକ୍ଷରୁ ଭଞ୍ଜନଗରରେ ମିନି ମାରାଥନ୍

ଭଞ୍ଜନଗର ରୁ ଉଦୟନାଥ ପଣ୍ଡା: କିଟ୍ ଓ କିସ୍ ପକ୍ଷରୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଆଜି ଏକ ସାମୁହିକ ମିନି ମାରାଥନ୍ ଅନୁଷ୍ଠିତ ହୋଇଯାଇଛି। ଏହାସହିତ ସହରର ମୁଖ୍ୟ ସଡ଼କ ରେ ଥିବା ଟାଉନ୍ ହଲ୍ ଠାରେ ଏକ ସଭା ଅନୁଷ୍ଠିତ ସୋଇଥିଲା। ଚଳିତବର୍ଷ ଓଡ଼ିଶା ର ୩୦ ଗୋଟି ଜିଲ୍ଲାର ଭଞ୍ଜନଗର ସହର ସମେତ ୫୫…

ଘୁମୁସର ଗବେଷଣା ପ୍ରତିଷ୍ଠାନର ଚତୁର୍ଥ ବାର୍ଷିକ ସମ୍ମିଳନୀ

ଭଞ୍ଜନଗର ରୁ  ଉଦୟନାଥ ପଣ୍ଡା: ଭଞ୍ଜନଗର ସହରର ନିୟନ୍ତ୍ରିତ ବଜାର କମିଟି ସଭାଗୃହରେ, ଆଜି ୨୮ ଜାନୁଆରୀ ୨୦୨୪ ରବିବାର ଦିନ ୧୧ ଘଣ୍ଟିକା ସମୟରେ ଘୁମୁସର ଗବେଷଣା ପ୍ରତିଷ୍ଠାନର ଚତୁର୍ଥ ବାର୍ଷିକ ସମ୍ମିଳନୀ ଡ଼. ଶ୍ୟାମା ପ୍ରସାଦ ମିଶ୍ରଙ୍କ ଆବାହକ ଓ ସଭାପତି ଡ. ସନ୍ତୋଷ କୁମାର ଅlପଟଙ୍କ…

କଟାବାହାଲ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ରେ କିଶୋରୀ ମେଳା

ଗାଇସିଲାଟ/ମନ ଡନସନା- ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗାଇସିଲେଟ ଶିଶୁ ବିକାଶ କାର୍ଯ୍ୟାଳୟ ଓ କ୍ରାଏ ସହାୟତା ରେ ପଲ୍ଲୀ ଆଲୋକ ପାଠାଗାର ବରଗଡ଼ ପକ୍ଷରୁ କିଶୋରୀ ମେଳା ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ପରିଦର୍ଶିକା ଧରିତ୍ରୀ ପ୍ରଧାନ ଙ୍କ…

ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ୨୦୨୪ ବର୍ଷ ତୀର୍ଥ ସ୍ଥାନ ଗୟା ଓ ବାରାଣସୀକୁ ଯାତ୍ରା

 ଭବାନୀପାଟଣା(ରୋହିତ କୁମାର ନାଏକ )ତା ୨୮.୧.୨୦୨୪: ଗତ ୨୭.୧.୨୦୨୪ ରିଖ ସ୍ଥାନୀୟ ରେଡକ୍ରସ କଲ୍ୟାଣ ମଣ୍ଡପ ଠାରେ ଅପରାହ୍ନ ୪.୦୦ ଘ ସମୟରେ କଳାହାଣ୍ଡି ଜିଲ୍ଲାର ୨୨୦ ଜଣ ତୀର୍ଥଯାତ୍ରୀ ଙ୍କୁ ନେଇ ୬ ଟି ବସ ରାୟଗଡ଼ା ଅଭିମୁଖେ ଯାତ୍ରା କରିଛି। ତୀର୍ଥଯାତ୍ରୀ ମାନେ ରାୟଗଡ଼ାରୁ ରେଳ ଯୋଗେ…

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: ଯୋଡିହେବେ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ପ୍ରବାସୀ ଓଡ଼ିଆ

ଅନଲାଇନ ପଞ୍ଜିକରଣ ଆରମ୍ଭ, ବଢିଚାଲିଛି ଉତ୍କଣ୍ଠା ଭୁବନେଶ୍ୱର,: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ସହିତ ଯୋଡି ହେବାକୁ ଓଡିଶା ସମେତ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆ ମଧ୍ୟ ଉତ୍ସାହିତ ଥିବା ଲକ୍ଷ୍ୟ କରାଯାଉଛି । ଏଭଳି ଏକ ସମ୍ମିଳନୀ ରାଜ୍ୟରେ ପ୍ରଥମ ଥର ପାଇଁ ଆୟୋଜନ ହେଉଥିବାରୁ…

କେବଳ ଶଂଖ ଚିହ୍ନ ଓ ନବୀନ ପଟ୍ଟନାୟକଙ୍କୁ ଚିହ୍ନନ୍ତୁ: ପାଣ୍ଡିଆନ

ମୁଖ୍ୟମନ୍ତ୍ରୀ ଆପଣଙ୍କ ପାଇଁ ଦିନରାତି ଖଟୁଛନ୍ତି ଶଂଖ ଚିହ୍ନ ଆପଣଙ୍କ ଆତ୍ମା, ବିଜୁ ପରିବାରର ଆତ୍ମା ଶ୍ରୀମନ୍ଦିର ଓ ସମଲେଇ ପରେ ମା ତାରିଣୀ ପୀଠର ହେବ ରୂପାନ୍ତରଣ ଆସନ୍ତାମାସରୁ କେନ୍ଦୁଝରରେ ଆରମ୍ଭ ହେବ ଲକ୍ଷ୍ମୀ ବସ ସେବା କେନ୍ଦୁଝରରେ ୧୩ ହଜାର ୩୧୦ କୋଟିର…

କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମାଙ୍କ ୨୮୬ ତମ ଜୟନ୍ତୀ ପାଳିତ

ନୟାଗଡ଼,( ଲକ୍ଷ୍ମୀଧର ସାହୁ) :ସଦାନନ୍ଦ ସାହିତ୍ୟ ପରିଷଦ ଶରଣକୁଳ ପକ୍ଷରୁ ରୀତିଯୁଗୀୟ ମହାନ କବି କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମାଙ୍କ ୨୮୬ ତମ ଜୟନ୍ତୀ ଉତ୍ସବ ତାଙ୍କ ଜନ୍ମ ମାଟି ଭିକାରୀପଡା ସ୍ଥିତ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ପବ୍ଲିକ ସ୍କୁଲ ପରିସରରେ ରବିବାର ପାଳିତ ହୋଇଯାଇଛି।ଏହି…