ଜଗତସିଂହପୁର ପୁଲିସର ଫ୍ଲାଗମାର୍ଚ୍ଚ
ଜଗତସିଂହପୁର,ତା-୧୯.୦୪.୨୦୨୪/ସୁମନ୍ତ କୁମାର ଦାସ:ଆସନ୍ତା ସାଧାରଣ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଓ ବାଧାଶୂନ୍ୟ ଭାବରେ ପରିଚାଳନା କରିବାକୁ ଜଗତସିଂହପୁର ପୁଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ କରାଯାଉଥିବା ଏହି…