“କେନ୍ଦ୍ରମନ୍ତ୍ରୀଙ୍କ ରାଗ, ସାଧାରଣ ଲୋକ କାହିଁକି ଏତେ ସୁବିଧା ପାଉଛନ୍ତି” : ଉମରକୋଟ ଓ ଝରିଗାଁରେ…

ଲୋକଙ୍କୁ ବିକାଶର ହିସାବ ଦେଲେ ଶ୍ରୀ ପାଣ୍ଡିଆନ ଶଙ୍ଖ ବିକାଶର ପରିଚୟ, ୯୦ ପ୍ରତିଶତ ଭୋଟରେ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ, ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଜିତାନ୍ତୁ ବିକାଶ ପାଇଁ ଶାନ୍ତି ଦରକାର, ଆମ ମୁଖ୍ୟମନ୍ତ୍ରୀ ଓଡିଶାରେ ଶାନ୍ତି ପ୍ରତିଷ୍ଠା କରିଛନ୍ତି, ତେଣୁ…

ଓଡ଼ିଶା ଶିକ୍ଷା ସେବା ଅଧିକାରୀଙ୍କ ଦ୍ଵିତୀୟ ପର୍ଯ୍ୟାୟ ପ୍ରବେଶ କାଳୀନ ପ୍ରଶିକ୍ଷଣ ଉଦଘାଟିତ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ନବନିଯୁକ୍ତ ଓଡ଼ିଶା ଶିକ୍ଷା ସେବା ଅଧିକାରୀଙ୍କ ଦ୍ଵିତୀୟ ପର୍ଯ୍ୟାୟ ପ୍ରବେଶ କାଳୀନ ପ୍ରଶିକ୍ଷଣ ମଧୁସୂଦନ ଦାସ ଆଞ୍ଚଳିକ ଆର୍ଥିକି ପରିଚାଳନା ଏକାଡେମୀ , ଚନ୍ଦ୍ରଶେଖରପୁର , ଭୁବନେଶ୍ୱର ଠାରେ ଉଦଘାଟିତ ହୋଇଯାଇଛି |…

ଏଥର ଓଡ଼ିଶାରେ ସରକାର ବଦଳିବ – ଧର୍ମେନ୍ଦ୍ର ପ୍ରଧାନ

ସୋନପୁରରେ ବିଜେପିର ‘ବିଜୟ ସଂକଳ୍ପ ସମାବେଶ’ • ଓଡ଼ିଶାର ସବୁ ସହରରେ ନିଶାଦ୍ରବ୍ୟ ଓ ଧଳାଜହର ପହଞ୍ଚିଛି, ରାଜ୍ୟରେ ବିଫଳତା ଚରମ ସୀମାରେ • ମୁଖ୍ୟମନ୍ତ୍ରୀ ହିଞ୍ଜିଳିକାଟୁ, ବିଜେପୁର ଓ କଣ୍ଟାବାଞ୍ଜି ପାଇଁ କରିଥିବା କାମର ଶ୍ୱେତପତ୍ର ପ୍ରକାଶ କରନ୍ତୁ • ୨୫ ବର୍ଷ ଶାସନରେ ପାନୀୟ ଜଳ,…

“ମୋଦୀ ସରକାରଙ୍କ ଯୋଜନା ଗୁଡିକରେ ନବୀନ ବାବୁ ନିଜର ଫଟୋ ଲଗାଇ କରନ୍ତି ପ୍ରଚାର”

 ସୋନପୁରଠାରେ ଆୟୋଜିତ “ବିଜୟ ସଂକଳ୍ପ ସମାବେଶ” ରେ କେନ୍ଦ୍ରୀୟ ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ  ଓଡିଶାରେ ପ୍ରଥମ ଥର ପାଇଁ ବିଜେପିର ପୂର୍ଣ ବହୁମତ ବିଶିଷ୍ଟ ସରକାର ଗଠନ ହେବାକୁ ଯାଉଛି  ଯିଏ ନିଜ ପ୍ରଦେଶର ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ଗର୍ବ ଅନୁଭବ କରି ପାରେ…

ପାରଳାଖେମୁଣ୍ଡି ରୁ ବିଜେପି ଓ ଆପ୍ ପ୍ରାର୍ଥୀଙ୍କ ସମେତ ୪ ଜଣ ସ୍ବାଧୀନ ପ୍ରାର୍ଥୀ ଏବଂ ମୋହନାରୁ ୩ ଜଣ ସ୍ବାଧୀନ…

 https://youtu.be/FSuAr3t1Ol0 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ମେ ମାସ ୧୩ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ତଥା ଶେଷ ଦିନରେ…

ଅଵସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କ ପରଲୋକ।

ଖଲ୍ଲିକୋଟ ରୁ ଶିବରାମ ଜେନା/ଶାସକ ପ୍ରଶାସକ: କାଳର କରାଳ ଶ୍ରୋତରେ ଦିନେ ନା ଦିନେ ସମସ୍ତେ ଭାସିବା । ମୃତ୍ୟୁ କାହାକୁ କହିକରି ଆସି ନଥାଏ। ଖଲିକୋଟ ଏନ୍ ଏ ସି ଅନ୍ତର୍ଗତ ତୋଟା ଗାଁ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକରମେଶ ଚନ୍ଦ୍ର ପ୍ରଧାନ ଙ୍କ ପରଲୋକ ହୋଇଯାଇଛି । ଖବର ନେବାରୁ ଜଣାପଡିଛି ଯେ…

ଆମ୍‌କୋ-ସିମ୍‌କୋ ଶହୀଦ ସ୍ମାରକୀ କମିଟି ପକ୍ଷରୁ ୪୯ ଜଣ ଶହୀଦଙ୍କୁ ଭକ୍ତିପୁତ ଶ୍ରଦ୍ଧାଞଳି ଅର୍ପଣ

ରାଉରକେଲା,୨୫/୪ (ବସନ୍ତ କୁମାର ଜେନା): ଆମ୍‌କୋ-ସିମ୍‌କୋରେ ବ୍ରିଟିଶ ଗୁଳିରେ ଶହୀଦ ହୋଇଥିବା ୪୯ ଜଣ ନିରିହ ଆଦିବାସୀଙ୍କ ପ୍ରତି ଭକ୍ତିପୁତ ଶ୍ରଦ୍ଧଞଳୀ ଅର୍ପଣ କରାଯାଇଛି । ୮୫ ତମଶହୀଦ ଦିବସରେ ପାନପୋଷ ଉପଜିଲ୍ଲାପାଳ ତଥା ଆମ୍‌କୋ-ସିମ୍‌କୋ ଶହୀଦ ସ୍ମାରକୀ କମିଟିର ଅଧ୍ୟକ୍ଷ ବିଜୟ କୁମାର…

ଆମ କାମର ହିସାବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି, ସବୁ କାମର ହିସାବ ଦେବା ପାଇଁ ଆସିଛି

ବିଷମକଟକ ଓ ଗୁଣୁପୁରରେ ବି.ଜେ.ଡିର ଶଙ୍ଖ ଫୁଙ୍କିଲେ ପାଣ୍ଡିଆନ ଲୋକଙ୍କ ଉତ୍ସାହ ଦେଖି ବିରୋଧୀଙ୍କ ନିଦ ହଜିଛି ନିର୍ବାଚନ ସମୟରେ ସେମାନେ ମିଠା ମିଠା କଥା କୁହନ୍ତି, ଆପଣମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦନ୍ତି, ନିର୍ବାଚନ ସରିଗଲେ ଖୋଜିଲେ ବି ମିଳନ୍ତି ନାହିଁ ଓଡିଶା…

ସମ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ଏପ୍ରିଲ୍ ୨୮ରେ ମାଗଣା ମଧୁମେହ ଚିକିତ୍ସା ଶିବିର

ବ୍ରହ୍ମପୁର, ୨୫/୪: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସ୍ଥାନୀୟ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ଆସନ୍ତା ଏପ୍ରିଲ୍ ୨୮ ତାରିଖ ଦିନ ମଧୁମେହ ରୋଗୀଙ୍କ ନିମନ୍ତେ ସମ୍ପୂର୍ଣ୍ଣ ମାଗଣାରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହେବ । ସକାଳ ୯ ଟାରୁ ଦିନ ୧ଟା…

ସେମିକଣ୍ଡକ୍ଟର କ୍ଷେତ୍ରରେ ସହଯୋଗିତା ନେଇ ସୋଆ ଏବଂ କେନ୍ସ ସେମିକନ୍ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର, ୨୫/୪: ସେମିକଣ୍ଡକ୍ଟର କ୍ଷେତ୍ରରେ ସ୍ୱତନ୍ତ୍ର ପାଠ୍ୟକ୍ରମ ଓ ସାର୍ଟିଫିକେଟ କାର୍ଯ୍ୟକ୍ରମ ପରିଚାଳନା ନିମନ୍ତେ ଗୁରୁବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ମହୀଶୂରରେ ସ୍ଥିତ କେନ୍ସ ସେମିକନ୍ ପ୍ରାଇଭେଟ ଲିମିଟେଡ (କେଟିଆଇଏଲ୍‌) ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି ।…