ଓଡ଼ିଶାକୁ ଦେଶର ଅଗ୍ରଣୀ ରାଜ୍ୟ କରିବାର ପ୍ରତିବଦ୍ଧତା ସଂକଳ୍ପ ପତ୍ରରେ ପ୍ରତିଫଳିତ ହୋଇଛି – ଧର୍ମେନ୍ଦ୍ର ପ୍ରଧାନ
ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କରକମଳରେ ଓଡ଼ିଶା ବିଜେପିର ସଂକଳ୍ପପତ୍ର ଉନ୍ମୋଚିତ
• ଲୋକଙ୍କୁ ମୌଳିକ ସୁବିଧା ସହ ସମାନଙ୍କ ଆର୍ଥିକ ସମ୍ପନ୍ନ କରିବା ମୋଦୀ ଗ୍ୟାରେଣ୍ଟି
• ବିଜେପି ସରକାର ହେଲେ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ମୂଲ୍ୟର ଭାଉଚର ଓ ଧାନର ଏମଏସପି କ୍ୱିଣ୍ଟାଲ ପିଛା…