‘ଆମ ବସ୍‌ ଷ୍ଟାଣ୍ଡ’ ଯୋଜନାରେ ୧୩ଟି ଜିଲ୍ଲାରେ ୨୦ଟି ନବନିର୍ମିତ ବସ୍‌ ଷ୍ଟାଣ୍ଡ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଯୋଗାଯୋଗ ହେଉଛି ବିକାଶର ଆଧାର, ଆମ ଅର୍ଥନୀତିର ମୁଖ୍ୟ ଶକ୍ତି, ସାଧାରଣ ପରିବହନ ବ୍ୟବସ୍ଥାକୁ ବହୁଳ ଭାବେ ବ୍ୟବହାର କରିବା ପାଇଁ ବ୍ୟାପକ ସଚେତନତା ଆବଶ୍ୟକ– ମୁଖ୍ୟମନ୍ତ୍ରୀ ସହରର ପରିଚୟ ସୃଷ୍ଟି କରିବାରେ ବସ୍‌ ଷ୍ଟାଣ୍ଡର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ, ବସ୍‌ ଷ୍ଟାଣ୍ଡ ଗୁଡିକ…

ପଦ୍ମପୁର ରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l

ପଦ୍ମପୁର :- ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ରାଜାଜୀ ଟାଉନ ହଲ ରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କୁ ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ ଏନ୍.ଏ.ସି. ଅଧ୍ୟକ୍ଷା…

ଅର୍ଦ୍ଧ ନିର୍ମିତ ଓଭର ବ୍ରିଜ କୁ ସଂପୂର୍ଣ୍ଣ କରିବା ପାଇଁ ଭୂମି ପୂଜନ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ।

ମୟୂରଭଞ୍ଜ ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ (ଶାସକ ପ୍ରଶାସକ) :: ମୟୁରଭଂଜ ଜିଲ୍ଲା ତିନିରାଜ୍ୟ ସୀମାନ୍ତ ୧୮ ଓ ୪୯ ନମ୍ବର ଜାତୀୟ ରାଜପଥର ମିଶ୍ରଣ ସ୍ଥଳୀ ଝାରପୋଖରିଆ ଠାରେ ନିର୍ମାଣ ହୋଇଥିବା ଅର୍ଦ୍ଧନିର୍ମିତ ଓଭର ବ୍ରିଜ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା କୁ ନେଇ ଭୂମି ପୂଜନ କଲେ…

କେନ୍ଦ୍ରାପଡାରେ ଉଦ୍ଘାଟିତ ହେଲା ରୋଲେକ୍କ ସର୍କସ

କେନ୍ଦ୍ରାପଡ଼ା, ୧୪ା୨: କେନ୍ଦ୍ରାପଡା ସହର ଉପକଣ୍ଠ ଗୁଲନଗର ପଞ୍ଚାୟତର ସୁଜାନଗର ଗ୍ରାମରେ ଥିବା ବାଲିଯାତ୍ରା ପଡିଆରେ ଏନ୍.କେ. ରୋଲେକ୍କ ସର୍କସ ଉଦ୍ଘାଟିତ ହୋଇଯାଇଛି । ଏହାକୁ ମୁଖ୍ୟ ଅତିଥି ଭାବରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଯୋଗଦେଇ ଉଦଘାଟନ କରି କହିଲେ ଯେ ଆଧୂନିକ ଯୁଗରେ…

ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଝାରସୁଗୁଡାରେ ଜାତୀୟ ସଡକ ସୁରକ୍ଷା ମାସ ପାଳନ

ତୃଣମୂଳ ସ୍ତରର ସଚେତନତା ପ୍ରୟାସ ୨୫,୦୦୦ ରୁ ଅଧିକ ବ୍ୟକ୍ତିଙ୍କ ନିକଟରେ ପହଂଚିଛି । ଝାରସୁଗୁଡା, ଓଡିଶା; ୧୪ ଫେବୃଆରୀ, ୨୦୨୪: ଭାରତର ସର୍ବ ବୃହତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍, ଝରସୁଗୁଡାବିରେ ଏହାର କାର୍ଯ୍ୟ ପରିସରରେ ଜାତୀୟ ସଡକ ସୁରକ୍ଷା ମାସ ପାଳନ କରଛି, ଯେଉଁଥିରେ…

ବିରୋଧୀ ଦଳ ନେତା ଓ ମନ୍ତ୍ରୀଙ୍କୁ ପରୋକ୍ଷ ଚାଲେଞ୍ଜ ଦିଆଇଲେ ପାଣ୍ଡିଆନ

ଗସ୍ତ କରୁଥିବା ଅନ୍ୟ ଦଳର ନେତାଙ୍କୁ ଦରଖାସ୍ତ ଦେଇ ଦେଖନ୍ତୁ, କେତେ ଦିନରେ ହେଉଛି ସମାଧାନ :ପାଣ୍ଡିଆନ - ନିର୍ବାଚନୀ ପ୍ରତିଶ୍ରୁତି ଦେଉଥିବା ନେତାଙ୍କୁ ତୀର୍ଯକ ବାଣ - ସବୁଠୁ କମ ସମୟରେ ଲୋକଙ୍କ ଦରଖାସ୍ତ ଉପରେ ମୁଖ୍ୟମନ୍ତ୍ରୀ ନେଉଛନ୍ତି ପଦକ୍ଷେପ - ସମ୍ବଲପୁର ଜିଲ୍ଲା…

ନୂଆ ଓ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ କେନ୍ଦ୍ରାପଡ଼ା ଜିଲ୍ଲା ପୁରୁଷ କ୍ରିକେଟ ଦଳ ଚାମ୍ପିୟନ

କେନ୍ଦ୍ରାପଡ଼ା,୧୪/୦୨(ଶାସକ ପ୍ରଶାସକ):ପ୍ରଥମେ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ କେନ୍ଦ୍ରାପଡ଼ା ଜିଲ୍ଲା ମହିଳା ଫୁଟବଲ ଦଳ ଚାମ୍ପିୟନ ହେବା ପରେ ଜିଲ୍ଲାରେ ଆହୁରି ଏକ ଖୁସିର ଲହରୀ ଖେଳିଯାଇଛି । ରାଜ୍ୟ ସରକାରଙ୍କ କ୍ରୀଡା ଏବଂ ଯୁବସେବା ବିଭାଗ ପକ୍ଷରୁ ଶ୍ରୀ ଜଗନ୍ନାଥ କ୍ରିକେଟ…

କଂଗ୍ରେସ ଦଳରୁ ଇସ୍ତଫା ଦେଲେ ରାଜନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଅଂଶୁମାନ

କେନ୍ଦ୍ରାପଡ଼ା ,୧୪/୦୨(ଶାସକ ପ୍ରଶାସକ ):ରାଜନଗର ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ଶ୍ରୀ ଅଂଶୁମାନ ମହାନ୍ତି କେନ୍ଦ୍ରାପଡ଼ା କଂଗ୍ରେସ ଦଳର ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଵା ପରେ କଂଗ୍ରେସର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି।ସେ ଦୀର୍ଘଦିନ ଧରି କଂଗ୍ରେସ ଦଳରେ ରହି ଜନତାଙ୍କ…

ସମ୍ ହସ୍ପିଟାଲ୍ ଶିତଳାପଲ୍ଲୀ କ୍ୟାମ୍ପସ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ଓଡିଶାବାସୀ ଙ୍କୁ ଉତମ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ସୋଆର ଆଉ ଏକ ପଦକ୍ଷେପ ବ୍ରହ୍ମପୁର (ଓଡିଶା)୧୪/୦୨: ଦକ୍ଷିଣ ଓଡିଶାର ଜନସାଧାରଣଙ୍କୁ ଉତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସ୍ଥାପିତ ହୋଇଥିବା ସମ୍ ହସ୍ପିଟାଲର ଶିତଳାପଲ୍ଲୀ…

ଆରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା’

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ବରିଷ୍ଠ ବୁଣାକାର, ବୁଣା ସହାୟକ ଓ ହସ୍ତଶିଳ୍ପ କାରିଗରଙ୍କ କଲ୍ୟାଣ ପାଇଁ ନୂଆ ଯୋଜନା ବୁଣାକାର, ବୁଣା ସହାୟକ ଓ ହସ୍ତଶିଳ୍ପ କାରିଗର ପାଇବେ ମାସକୁ ୨୦୦୦ ଟଙ୍କା ଲେଖାଏ ସହାୟତା ୮୦ ବର୍ଷରୁ ଉର୍ଦ୍ଧ୍ବ ହୋଇଥିଲେ ମାସକୁ ୨୫୦୦ ପୂର୍ବରୁ ବରିଷ୍ଠ…