ମାଲେସିଆରେ ଫସିଥିବା ଓଡ଼ିଆ ଯୁବକଙ୍କୁ ଉଦ୍ଧର କଲା ଓଡ଼ିଶା-ମୋ ପରିବାର
ଭୁବନେଶ୍ୱର:କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ତାରାକାନ୍ତ ମଲ୍ଲିକ (୪୨ବର୍ଷ) ଦୀର୍ଘ ୭ବର୍ଷ ପୂର୍ବରୁ ଅଧିକ ଟଙ୍କା ରୋଜଗାର କରିବା ପାଇଁ ଜଣେ ଦଲାଲଙ୍କ ପ୍ରରୋଚନାରେ ସୁଦୂର ମାଲେସିଆକୁ ଯାଇଥିଲେ । କିନ୍ତୁ, ସେଠାରେ ପହଞ୍ଚିଲା ପରେ କଥା ଓଲଟା ହୋଇଯାଇଥିଲା । ଯାହାକି, ତାଙ୍କ…