ପଦ୍ମପୁର :୨୨ କେଜି ଗଞ୍ଜେଇ ସହ ସୁଜିକି ୱକନର କାର ଗାଡି ଜବତ
ପଦ୍ମପୁର ପୋଲିସର ଚଢାଉ, ୨ ଲକ୍ଷ ୨୦ ହଜାର ଟଙ୍କାର ଗଞ୍ଜେଇ ଜବତ ,୫ ଗିରଫ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ପଦ୍ମପୁର ପୋଲିସକୁ ବଡ଼ ସଫଳତା ମିଳିଛି ।ପଦ୍ମପୁର ପୋଲିସ ଗତ୧ତାରିଖ ଦିନ ବିଳମ୍ବିତ ରାତିରେ ଚୋରା ଗଞ୍ଜେଇ ସହ ଜଣକୁ ପୋଲିସ ଗିରଫ କରିଛି ।ତତ୍ପରେ ପଦ୍ମପୁର ପୋଲିସ ଗତକାଲି…